ଆଇପିଏଲ ୨୦୨୬ ପରେ ମୁମ୍ବାଇ ଟିମରୁ ରିଲିଜ ହୋଇ ପାରନ୍ତି ଏହି ଖେଳାଳି
ମୁମ୍ବାଇ: ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି । ରିପୋର୍ଟ ମୁତାବକ ଚଳିତ ଆଇପିଏଲ ଶେଷ ହେବା ପରେ ମୁମ୍ବାଇ ଟିମରୁ ୩ ଜଣ ଖେଳାଳି ରିଲିଜ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ସେମାନେ ହେଲେ ଟ୍ରେଂଟ ବୋଲ୍ଟ,…