Cabinet reshuffle soon?: ମୋଦି କ୍ୟାବିନେଟରୁ ମନ୍ତ୍ରୀଙ୍କ ଛୁଟି!, କଟିଲା ୨ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ…
ନୂଆଦିଲ୍ଲୀ: କାହାର ରହିବ, କାହାର କଟିବ ଆସନ?
ନିର୍ବାଚନ ପୂର୍ବରୁ ବଢିଲା କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା…
ଜାତୀୟ ରାଜନୀତିରୁ ଏବେ ସବୁଠାରୁ ବଡ଼ ଖବର ଆସୁଛି। ଚାରିଟି ବିଜେପି ରାଜ୍ୟରେ ନୂତନ ରାଜ୍ୟ ସଭାପତିଙ୍କ ଘୋଷଣା ପରେ, ମୋଦି କ୍ୟାବିନେଟରେ ଏକ ବଡ଼ ପରିବର୍ତ୍ତନର…