ଚେସ ବିଶ୍ୱକପ ଫାଇନାଲ: କାର୍ଲସେନ-ପ୍ରଜ୍ଞାନନନ୍ଦ ଦ୍ୱିତୀୟ ମ୍ୟାଚ ଡ୍ର, ଟାଇବ୍ରେକରରେ ହେବ ନିଷ୍ପତି
ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପରେ ଭାରତର ଉଦୀୟମାନ ଖେଳାଳି ପ୍ରଜ୍ଞାନନନ୍ଦ ବିଶ୍ୱର ଏକ ନମ୍ବର ଖେଳାଳି ନରୱେର ମାଗ୍ନସ କାର୍ଲେସନଙ୍କ ବିପକ୍ଷରେ କଡା ମୁକାବିଲା ଜାରୀ ରଖିଛନ୍ତି । ବୁଧବାର ଅନୁଷ୍ଠିତ ଫାଇନାଲର ଦ୍ୱିତୀୟ ମ୍ୟାଚ ମଧ୍ୟ ଡ୍ର ରହିଛି । ୩୦ତମ ମୁଭ ପରେ ଉଭୟ ଖେଳାଳି ଡ୍ର ନେଇ…