Latest Odisha News

BREAKING NEWS

ରାହୁଲଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେନି, ଏବେ ଛାଡିବାକୁ ପଡିବ ଗୁଜୁରାଟ!

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ମାନହାନି ମାମଲା ପ୍ରସଙ୍ଗରେ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଥିବା ଗୁଜୁରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି। ରାହୁଲଙ୍କ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତି ହେମନ୍ତ ଏମ ପ୍ରଚ୍ଛକଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ…

 ୨୮ ଅଗଷ୍ଟ ପର୍ଯ୍ୟନ୍ତ ଘୁଂଚିଲା ଡବ୍ଲ୍ୟୁଏଫଆଇ ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ନିର୍ବାଚନ ଉପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଛି । ହରିୟାଣା ରେସଲିଂ ଆସୋସିଏଶନର ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏହି ରୋକ ଲଗାଇଛନ୍ତି । ୧୨ ଅଗଷ୍ଟରେ ନିର୍ବାଚନ ହେବାକୁ ଥିଲା । ହରିୟାଣା ଆସୋସିଏନ ଅଭିଯୋଗ କରିଛି…

ମତ୍ସ୍ୟସେବା ନିଯୁ୍କ୍ତି ନିୟମରେ ସଂଶୋଧନ: ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ  ୫୦ ପ୍ରତିଶତ ପଦବୀ ରହିବ…

ଭୁବନେଶ୍ୱର: ମତ୍ସ୍ୟ ବିଭାଗରେ ୫୦ ପ୍ରତିଶତ ପଦବୀ ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ  ସଂରକ୍ଷିତ ରହିବ । ସେହିପରି ୨୫ ପ୍ରତିଶତ ପଦବୀ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା (ମତ୍ସ୍ୟ) ପାଇଥିବା ଛାତ୍ରଙ୍କ ପାଇଁ  ସଂରକ୍ଷିତ ରହିବ ।  ବଳକା ୨୫ ପ୍ରତିଶତ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ…

ଆଲୁମିନିୟମ ରେଳ ୱାଗନ ଓ କୋଚ୍‍ ନିର୍ମାଣ ପାଇଁ ହିଣ୍ଡାଲକୋ-ଟେକ୍ସମାକୋ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର:   ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଏକ ସ୍ପେଶାଲାଇଜଡ୍‍ ଇଞ୍ଜିନିୟରିଂ କମ୍ପାନୀ ଟେକ୍ସମାକୋ ରେଲ୍‍ ଆଣ୍ଡ୍‍ ଇଞ୍ଜିନିୟରିଂ ଲିମିଟେଡ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।   ବିଶ୍ୱ ଶ୍ରେଣୀର…

ସୀମାରେ ମାଓ ଅପରେସନ ବେଳେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର:ସୀମାରେ ଓଡ଼ିଆ ଯବାନ ସହିଦ ।  ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡିଆ ଯବାନ ସୁଶାନ୍ତ ଖୁଂଟିଆ।  ମାଓ ଏନକାଉଣ୍ଟରରେ ସାମିଲ ହୋଇଥିଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଂଟିଆ । ଏହି ଖବର ପହଞ୍ଚିବା ପରେ ସାରା କେନ୍ଦୁଝର ଜିଲ୍ଲାରେ ଖେଳି ଯାଇଛି ଶୋକର…

ବିକ୍ରିହେବ ବଡ଼ ଓଡ଼ିଆ ମଠ ! ମଠ ମହନ୍ତଙ୍କ କଡା ବିରୋଧ, ଦେଲେ ଆତ୍ମହତ୍ୟା ଧମକ

ପୁରୀ: ନିଶ୍ଚିହ୍ନ ହୋଇଯିବ  ୫ ଶହ ବର୍ଷର ମଠ ସଂସ୍କୃତି ! ଅତିବଡୀଙ୍କ ସାଧନା ପୀଠ ବିକ୍ରି ନେଇ ଚାଲିଛି ବଡ ଷଡ଼ଯନ୍ତ୍ର। ଶାଗମାଛ ଦରରେ ମଠକୁ ଅନ୍ୟ ହାତରେ ଟେକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କରୁଛି ହୀନଉଦ୍ୟମ । ବଡ଼ ଓଡ଼ିଆ ମଠର  ବିକ୍ରି ପାଇଁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ ।…

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ‘ସ୍ଵାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଗାଥା’ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ…

୪୭ ବର୍ଷ ପରେ ରୁଷର ମୁନ୍ ମିଶନ: ଲୁନା-୨୫ ଲଞ୍ଚ କଲା ମସ୍କୋ,ଅଗଷ୍ଟ ୨୨ ସୁଦ୍ଧା ଲ୍ୟାଣ୍ଡିଂ

ମସ୍କୋ: ଚନ୍ଦ୍ରଯାନ-୩ ଉତକ୍ଷେପଣ ପରେ ରୁଷ ଆରମ୍ଭ କରିଛି ତାର ମୁନ ମିଶନ । ଏହି ମିଶନ ଅନୁସାରେ ଆଜି ପ୍ରତ୍ୟୁଷରୁ ରୁଷ ତାର ‘ଲୁନା-୨୫’ ସଫଳତାପୂର୍ବକ ଲଞ୍ଚ କରିଛି  । ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ସପ୍ଟ ଲାଣ୍ଡିଂ କରିବାରେ ଏହା ହେବ ପ୍ରଥମ ରାଷ୍ଟ୍ର  । ଯଦିଓ ଭାରତର ଚନ୍ଦ୍ରଯାନ-୩ ପ୍ରଥମେ…

ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପାଇଁ ଗାଇଡଲାଇନ, ବିନା ପ୍ରମାଣ ପତ୍ରରେ ଦେଇପାରିବେନି ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ପାଇଁ ଆସିଛି ନିର୍ଦ୍ଦେଶନାମା। ଏଣିକି ସୋସିଆଲ ମିଡିଆରେ ବିନା ପ୍ରମାଣ ପତ୍ରରେ ଦେଇପାରିବେନି କୌଣସି ପ୍ରକାର ପରାମର୍ଶ। ଏହି ଇନ୍‌ଫ୍ଲୁଏନ୍‌ସର ସେଲିବ୍ରିଟି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୁସ୍ଥ ରହିବା ପାଇଁ…

ଦୀପ ଜଳାଇବା ସମୟରେ କରନ୍ତୁନି ଏହି ଭୁଲ; ନଚେତ ହୋଇଯିବେ କାଙ୍ଗାଳ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଭଗବାନ ଓ ଦେବୀଙ୍କ ଉପାସନା ପାଇଁ ଦୀପ ପ୍ରଜ୍ୱଳିତ ହୋଇଛି। ବିଶ୍ୱାସ କରାଯାଏ ଯେ ଦୀପ ଜାଳିବା ବିନା ଈଶ୍ବରଙ୍କ ଉପାସନା ସଂପୂର୍ଣ୍ଣ ବିବେଚନା କରାଯାଏ ନାହିଁ। ଅନ୍ୟପକ୍ଷରେ, ଯଦି ଦୀପ ଜାଳିବା ସମୟରେ କିଛି ଜିନିଷର ଯତ୍ନ ନିଆଯାଏ ନାହିଁ, ତେବେ ସୁଖ ଏବଂ ଶାନ୍ତି…