ଦିଲ୍ଲୀ ଗାନ୍ଧୀନଗରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଗୋଦାମ ଘର
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଗାନ୍ଧିନଗର ମାର୍କେଟରେ ଥିବା ଏକ ପ୍ଲାଏ ଉଡ୍ ଦୋକାନରେ ନିଆଁ ଲାଗିଯାଇଛି । ଫଳରେ ପୁରା ଗୋଦାମଟି ହୁତହୁତ୍ ହେଇ ଜଳୁଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ…