ଫିଲ୍ମ ‘ଜେଲର’ ପାଇଁ ଛୁଟି ରହିବ ସବୁ ଅଫିସ୍, ଜାଣନ୍ତୁ କେଉଁ ରାଜ୍ୟରେ ହେଲା ଛୁଟି ଘୋଷଣା
ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' । ଏହି ଫିଲ୍ମ ରିଲଜ୍ ହେବା ପୂର୍ବରୁ ହିଁ ଏହାର କ୍ରେଜ୍ ଜବରଦସ୍ତ ରହିଛି ।ତେଣୁ ଫିଲ୍ମ 'ଜେଲର' ସମଗ୍ର ଦେଶରେ ବକ୍ସ ଅଫିସରେ ଧମାଲ କରିବ ବୋଲି…