Latest Odisha News

BREAKING NEWS

ମେଟା ଲଞ୍ଚ କଲା ଏଆଇ ଟୁଲ୍, ଟେକ୍ସଟ୍ ଲେଖିଲେ ସୃଷ୍ଟି ହୁଏ ସ୍ୱର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେଟା ଉପଭୋକ୍ତାମାନଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏଆଇ ଟୁଲ୍ ଆସିଛି। ଏହି ଟୁଲର ନାମ ହେଉଛି ଅଡିଓକ୍ରାଫ୍ଟ। ଯେଉଁମାନେ ପ୍ରଫେସନାଲ ମ୍ୟୁଜିସିଆନ ଏବଂ ଯେଉଁ ବ୍ୟକ୍ତି ମ୍ୟୁଜିକ୍ ତିଆରି କରିବା ପାଇଁ ଚାହୁଁଛନ୍ତି ସେମାନେ ପାଇଁ ଏହି ଟୁଲ୍ ବ୍ୟବହାର କରି ଲାଭବାନ ହେବେ।…

ଶୈଫାଳିକା ପଣ୍ଡା ଜି-୨୦ ଏମ୍ପାୱାର ୱାର୍କିଂ ଗ୍ରୁପ୍ ଅନ୍ ମେଣ୍ଟରସିପ କାର୍ଯ୍ୟକ୍ରରମ ଆବାହକ ଭାବେ ସମ୍ମାନିତ

ଭୁବନେଶ୍ୱର: ଇମ୍ଫାର ସିଏସଆର ମୁଖ୍ଯ ତଥା ବଂଶୀଧର-ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ)ର ଟ୍ରଷ୍ଟି ଓ ପ୍ରତିଷ୍ଠାତା ସିଇଓ ଶୈଫଳିକା ପଣ୍ଡାଙ୍କୁ ଜି-୨୦ ଏମ୍ପାୱାର ୱାର୍କିଂ ଗ୍ରୁପ୍ ଅନ୍ ମେଣ୍ଟରସିପ୍ କାର୍ଯ୍ୟକ୍ରମର ସଂପ୍ରର୍ଯାଜନା ପାଇଁ ସମ୍ମାନିତ କରାଯାଇଛି । ଫିକି-ଆଦିତ୍ୟ ବିର୍ଲା…

ଲୋକସଭାରେ ଦିଲ୍ଲୀ ବିଲ୍କୁ ନେଇ ଶାହଙ୍କ ବୟାନ; ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ନେହରୁ ବି ବିରୋଧ…

ନୂଆଦିଲ୍ଲୀ:ଲୋକସଭାରେ ଗତ ମଙ୍ଗଳବାର ଆଗତ ଦିଲ୍ଲୀ ଉପରେ ଆଜି ଅର୍ଥାତ ଗୁରୁବାର ଲୋକସଭାରେ ଚର୍ଚ୍ଚା ହୋଇଛି ।ଏ ସମ୍ପର୍କରେ ଆଲୋଚନା କରି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଜବାହରଲାଲ ନେହରୁ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବି…

ଅଦରକାରୀ ମାଠିଆରେ ହେଉଛି ଛତୁ ଚାଷ

ନୂଆଦିଲ୍ଲୀ: ଆପଣ କେବେ ଘରେ ସହଜରେ ଉପଲବ୍ଧ ହୋଇପାରୁଥିବା ମାଟି ହାଣ୍ଡିରେ ଜୈବିକ ସାର ରେ ଛତୁ ଚାଷ ପାଇଁ ଚିନ୍ତା କରିଛନ୍ତି କି? ଚାଷୀମାନେ ପାରମ୍ପରିକ ଭାବେ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥାନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ସହଜରେ ହୋଇପାରୁଛି ଛତୁ ଚାଷ ।…

କିମ୍‍ସରେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ (କିମ୍‌ସ)ର କର୍ଣ୍ଣ-ନାସା-ଗଳା ସର୍ଜନମାନେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ଦୁଇଟି ବିରଳ ଅସ୍ତ୍ରୋପଚାର କରି ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ସପ୍ତାହରେ ଦୁଇ ଦୁଇ ଜଣ ରୋଗୀଙ୍କଠାରେ ମିନିମାଲ ଇନ୍‍ଭାସିଭ୍‍ ପ୍ରକ୍ରିୟାରେ…

ଜୀବିତଙ୍କୁ କାଗଜପତ୍ରରେ ମୃତ ଦର୍ଶାଇ ନିର୍ମାଣ ଶ୍ରମିକଙ୍କ ସହାୟତା ଅର୍ଥ ହଡ଼ପ ପାଇଁ ମସୁଧା

ନବରଙ୍ଗପୁର (କେ. ସନ୍ତୋଷ): ଦାଦନ ପ୍ରବଣ ନବରଙ୍ଗପୁର ଜିଲ୍ଲାର ନିରୀହ ଲୋକଙ୍କ ସରଳତାର ଫାଇଦା ଉଠାଉଛନ୍ତି ଦଲାଲ । ବାହାର ରାଜ୍ୟକୁ ଦାଦନ ଖଟାଇବାକୁ ନେଇ ଶୋଷଣ କରୁଥିବା ବେଳେ ଏବେ ଜୀବିତଙ୍କୁ ମୃତ ଦର୍ଶାଇ ସରକାରୀ ସହାୟତା ହଡ଼ପ ପାଇଁ ଚକ୍ରାନ୍ତ କରିଛନ୍ତି । ୟେ ହେଉଛନ୍ତି ନବରଙ୍ଗପୁର…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ମୁସଲିମ ଦେଶର ଟଙ୍କାରେ ହିନ୍ଦୁ ଭଗବାନ

ଓଡିଶା ସମ୍ବାଦ ବ୍ୟୁରୋ: ଏକ ମୁସଲମାନ ବହୁଳ ଦେଶ, ଯେଉଁଠି ଲୋକମାନେ ଇସଲାମକୁ ନିଜର ଧର୍ମ ଭାବରେ ଗ୍ରହଣ କରିଛନ୍ତି। ସେଠାକାର ନୋଟରେ କିନ୍ତୁ ଗଣେଶ ଠାକୁରଙ୍କ ଚିହ୍ନ ଦେଖିବାକୁ ମିଳିଥାଏ। କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସତ। ଇଣ୍ଡୋନେସିଆର ନୋଟରେ ଭଗବାନ ଗଣେଶଙ୍କ ଫଟୋ…

ଅବତରଣ ବେଳେ ବିମାନ ଟାୟାରରେ ଲାଗିଲା ନିଆଁ, ୧୯୦ ଯାତ୍ରୀ ସ୍ଥାନାନ୍ତର

ୱାଶିଂଟନ: ଅବତରଣ କରିବା ସମୟରେ ବିମାନ ଟାୟାରରେ ଲାଗିଲା ନିଆଁ। ଡେଲଟା ଏୟାରଲାଇନ୍ସର ବିମାନରେ ଥିଲେ ୧୯୦ ଯାତ୍ରୀ। ବିମାନକୁ ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରର ଟାର୍ମାକରେ ୧୯୦ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି। ଏନେଇ ସୂଚନା ଦେଇଛନ୍ତି ଫେଡେରାଲ…

୧୫ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ, ଖୋଲିଲାନି ସୋ ରୁମ୍

ଭୁବନେଶ୍ୱର: ବଢିବ ଗହଳି ଆଉ ପୁଣି ଜମିବ କିଣାବିକା । ଖୋଲିଲା ୟୁନିଟ୍ ୨ ମାର୍କେଟ୍ ବିଲ୍ଡିଂ । ହେଲେ ଖୋଲିଲାନି ସୋ ରୁମ୍ । ମାକେର୍ଟ୍ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡିକ ଖୋଲିଲା । ମାତ୍ର ମାର୍କେଟ୍ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ସୋ ରୁମ୍ ଗୁଡିକ ଖୋଲିନି । କାରଣ ଏ…

୭ ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ, ମାଛ ଧରିବା ସମୟରେ ଭୁଲିଯାଇଥିଲେ ପଥ

ଥିରୁଭାନନ୍ତପୁରମ୍: ଇରାନ ନୌସେନା ଦ୍ୱାରା ଗିରଫ ହୋଇଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଇରାନ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗିରଫ ହୋଇଥିବା ୭ ଭାରତୀୟ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ସମସ୍ତ ମତ୍ସ୍ୟଜୀବୀ କେରଳର…