Latest Odisha News

BREAKING NEWS

ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ଏଥର ସବୁଠୁ ଅଧିକ ମତଦାନ ହୋଇଛି: ମୁଖ୍ୟ ନିର୍ବାଚନ କମିଶନର

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଶେଷ ପର୍ଯ୍ୟାୟ ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ ହୋଇଛି । ଇଭିଏମରେ ସିଲ୍ ହୋଇଯାଇଛି ନେତାଙ୍କ ଭାଗ୍ୟ । ଆସନ୍ତା ମେ ୪ରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଦୁଇ ପର୍ଯ୍ୟାୟ ଭୋଟଗ୍ରହଣରେ ରେକର୍ଡ…

ମୁମ୍ବାଇର ଷଷ୍ଠ ପରାଜୟ, ୨୪୩ ରନ ବି କମ ପଡିଲା

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦ ୬ ୱିକେଟରେ ମୁମ୍ବାଇକୁ ପରାସ୍ତ କରିଛି । ମୁମ୍ବାଇର ଚଳିତ ସିଜନରେ ଏହା ଷଷ୍ଠ ପରାଜୟ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୫ ୱିିକେଟ ବିନିମୟରେ ୨୪୩ ରନ…

ଏଆଇକୁ ନେଇ ଡରେଇଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସି (ଏଆଇ)କୁ ନେଇ ଏଲନ ମସ୍କ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ଯାହାକୁ ନେଇ ମନରେ ଛନକା ପଶିଛି । କାଲିଫୋର୍ଣ୍ଣିଆର ଏକ କୋର୍ଟରେ ସେ ଏଆଇର ଭବିଷ୍ୟକୁ ନେଇ ବଡ ଚେତାବନୀ ଦେଇଛନ୍ତି । ଓପନ ଏଆଇ ସହିତ ଚାଲିଥିବା ନ୍ୟାୟିକ ଲଢ଼େଇରେ ଟେସଲା ଓ ସ୍ପେଶ ଏକ୍ସର…

ଆଇପିଏଲ: ରୋହିତଙ୍କ ଫିଟନେସକୁ ବଡ ଅପଡେଟ ଦେଲେ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଓପନର ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମଧ୍ୟ ସେ ଖେଳି ନ ଥିଲେ । ଯାହାକୁ ନେଇ ପ୍ରଶଂସକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସେ କ୍ରମାଗତ ୪ଟି ମ୍ୟାଚରେ…

ହାଇକୋର୍ଟରେ ଶୁଣାଣି ବେଳେ ଅଶ୍ଲୀଳ ଭିଡିଓ

ନୂଆଦିଲ୍ଲୀ: ହାଇକୋର୍ଟରେ ଶୁଣାଣି ବେଳେ ଚାଲିଲା ଅଶ୍ଲୀଳ ଭିଡିଓ। ଯାହା ଫଳରେ ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏକ ଭର୍ଚୁଆଲ୍ ଶୁଣାଣି ହଠାତ୍ ବନ୍ଦ କରାଯାଇଥିଲା। ଏହି ଘଟଣା ପରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଭିଡିଓ କନଫରେନ୍ସିଂ ଅଧିବେଶନକୁ ତୁରନ୍ତ…

ISI Linked Arms Smuggling: ଡ୍ରୋନ ଦ୍ବାରା ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ର ଜବତ; ରହିଛି ୨୩ଟି ଅତ୍ୟାଧୁନିକ…

ନୂଆଦିଲ୍ଲୀ:ଦେଶର ରାଜଧାନୀରେ ଏକ ପ୍ରମୁଖ ଆତଙ୍କବାଦୀ ଏବଂ ଅପରାଧିକ ନେଟୱାର୍କର ପର୍ଦ୍ଦାଫାଶ ହୋଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ନିର୍ଦ୍ଦେଶରେ ଡ୍ରୋନ୍ ମାଧ୍ୟମରେ ଭାରତକୁ ପଠାଯାଉଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି…

ବାସନ୍ଦ ହେଲେ ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ

ନୂଆଦିଲ୍ଲୀ: ୨୦୧୮ ଏସିଆନ ଗେମ୍ସରେ ୪ ଗୁଣନ ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଧାବିକା ବିକେ ବିସ୍ମୟା ଡୋପ ଟେଷ୍ଟରେ ଧରା ପଡିଛନ୍ତି । ବୁଧବାର ନାଡା ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ତାଙ୍କ ଶରୀରରୁ ପ୍ରବିବନ୍ଧିତ ଡ୍ରଗ୍ସ କ୍ଲେମିଫୀନର ମାତ୍ରା ମିଳିଥିଲା । ୧୫…

‘No More Mr Nice Guy’: ଟ୍ରମ୍ପଙ୍କ ୱାର ହିରୋ ଅବତାର, ହାତରେ ବନ୍ଧୁକ ସହ ଧମକ…

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ପରମାଣୁ କାର୍ଯ୍ୟକ୍ରମର କୂଟନୈତିକ ସମାଧାନ ଶୀଘ୍ର ନ ମିଳେ ତେବେ ଆମେରିକା ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ରାଷ୍ଟ୍ରପତି…

Sleeper bus: ଅଗ୍ନି ନିର୍ବାପନ ବ୍ୟବସ୍ଥା ଏବଂ ଜରୁରୀକାଳୀନ ପ୍ରସ୍ଥାନ ପଥ ଯାଞ୍ଚ ବିନା ପଞ୍ଜୀକରଣ କରାଯିବ ନାହିଁ :…

ନୂଆଦିଲ୍ଲୀ:କେନ୍ଦ୍ର ସରକାର ସଡ଼କ ଦୁର୍ଘଟଣା ବିଶେଷକରି ସ୍ଲିପର୍ ବସ୍ ସହିତ ଜଡିତ ଅଗ୍ନିକାଣ୍ଡ ଦୁର୍ଘଟଣାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ 'ବସ୍ ୱାର୍ଲ୍ଡ ଇଣ୍ଡିଆ କନକ୍ଲେଭ 2026'ରେ କହିଛନ୍ତି ଯେ ଯାତ୍ରୀ ସୁରକ୍ଷା…

ଆଇପିଏଲ: ଫସିଯିବେ କି ରିୟାନ ପରାଗ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଏକ ବଡ ବିବାଦରେ ଫସି ଯାଇଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ପରାଗ ୱେିପିଙ୍ଗ କରୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ନିକଟରେ ଏହି ଅଭିଯୋଗ…