ଅହାନଙ୍କ ସହ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କଲେ ଅଲୀ ଅବାସ ଜାଫର
ମୁମ୍ବାଇ: ଫିଲ୍ମମେକର ଅଲୀ ଅବାସ ଜାଫର ତାଙ୍କ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କରିଦେଇଛି । ଫିଲ୍ମର ଟାଇଟଲ ରଖାଯାଇ ନାହିଁ । ୟଶ ରାଜ ବ୍ୟାନର ତଳେ ନିର୍ମିତ ହେଉଥିବା ଏହି ଫିଲ୍ମରେ ସୈୟାରା ଫେମ ଅହାନ ଫାଣ୍ଡେ ଅଭିନୟ କରୁଛନ୍ତି । ଶରବରୀ ବାଘ, ଐଶ୍ଚର୍ଯ୍ୟ ଠାକରେ ଓ ବବି ଦେଓଲ ମଧ୍ୟ ଏଥିରେ…