Latest Odisha News

BREAKING NEWS

ଅଜିତ କହିଲେ ଏନସିପି ଅଧ୍ଯକ୍ଷ ପଦରୁ ହଟିଲେ ଦାଦା, ଜବାବ ରଖିଲେ ଶରଦ ପାଓ୍ବାର

ମୁମ୍ବାଇ: ବୁଧବାର ଏନସିପିର ଦୁଇ ପାଓ୍ବାର ଗୋଷ୍ଠୀ ଦମ୍ ଦେଖାଇଛନ୍ତି। ଦୁଇ ଗୋଷ୍ଠୀ ଅଲଗା ଅଲଗା ବୈଠକ କରି ଦଳର ୫୩ ବିଧାୟକଙ୍କ ମଧ୍ୟରୁ ସଂଖ୍ଯା ଗରିଷ୍ଠତାର ସମର୍ଥନ ଥିବା ଦାବି କରିଛନ୍ତି। ରବିବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାଓ୍ବାରଙ୍କ ନେତୃତ୍ୱରେ ଏନସିପିରେ ବିଦ୍ରୋହ…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଦଳରୁ ବିରାଟ, ରୋହିତ ବାଦ୍; ସଞ୍ଜୁଙ୍କୁ ସୁଯୋଗ

ମୁମ୍ବାଇ: ଭାରତୀୟ ଦଳର ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟେଷ୍ଟ ଏବଂ ଦିନିକିଆ ପାଇଁ ଦଳ ଘୋଷଣା ହୋଇସାରିଛି। ବୁଧବାର ରାତିରେ ଟି -୨୦ ଦଳ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣିଥରେ ଯୁବ ଦଳର ନେତୃତ୍ବ ଦିଆଯାଇଛି। ଏଥି ସହିତ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ-ଅଧିନାୟକ କରାଯାଇଛି।…

ଆରବିଆଇ ନିଷ୍ପତ୍ତି: ଆଜିଠୁ ବାତିଲ ହେଲା ଦୁଇଟି ବ୍ୟାଙ୍କର ଲାଇସେନ୍ସ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କକୁ ବ୍ୟାଙ୍କ ଗୁଡିକର ମୁଖ୍ୟ ବ୍ୟାଙ୍କ କୁହାଯାଏ। ଭାରତରେ କେବଳ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଆରମ୍ଭ କରିବାକୁ ଅନୁମତି ଦେଇଥାଏ। ଏବଂ ନିୟମର ଅଣଦେଖା କରୁଥିବା ବ୍ୟାଙ୍କକୁ ଚାହିଁଲେ ଆରବିଆଇ ବନ୍ଦ କରିପାରିବାର କ୍ଷମତା ରହିଛି।  ଏକ ପ୍ରମୁଖ ନିଷ୍ପତ୍ତି କ୍ରମେ…

ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶା; ୟୁନିଟ୍ ପିଛା ୭୯ ପଇସା ଅଧିକ ଦେଉଛନ୍ତି ଉପଭୋକ୍ତା

ଭୁବନେଶ୍ୱର: ନିକଟରେ ପାଓ୍ବାର ଫାଇନାନ୍ସ କର୍ପୋରେସନର ଏକ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୭୯ ପଇସା ଅଧିକ ଆଦାୟ କରାଯାଉଛି। ସାରା ଦେଶରେ କାର୍ଯ୍ଯ କରୁଥିବା ସମସ୍ତ ୧୧୭ଟି ବିଦ୍ୟୁତ୍ ବିତରଣ କମ୍ପାନୀର ପ୍ରଦର୍ଶନକୁ ଆଧାର କରି…

ବ୍ରହ୍ମପୁରରେ ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘଟିଥିବା ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ପୁଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁର ନିକଟସ୍ଥ ହୁଗୁଳାପେଟାର ଜଣେ ବ୍ୟକ୍ତି ଗତ ୨୮ ତାରିଖରେ ଛଅ ବର୍ଷର ଶିଶୁକନ୍ୟାକୁ ଘର ଛାତ ଉପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ବୋଲି ଥାନା ଅଧିକାରୀ…

ଦଇତାପତି ନିଯୋଗର ଦାବି, ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ ହେଉ

ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଅନେକ ଭକ୍ତ ଠିକ୍ ଭାବେ ପୋଷାକ ପିନ୍ଧିନଥାନ୍ତି, ଯାହା ଜଗନ୍ନାଥ ସଂସ୍କୃତି ଓ ଅନ୍ୟ ଭକ୍ତଙ୍କ…

ବିଜେପି କମାଇଲା ବିଧାନସଭା ଆସନ ସଂଖ୍ୟା ଲକ୍ଷ୍ୟ; ବିଜେଡି, କଂଗ୍ରେସ ରଖିଲେ ଜବାବ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦୃଢୋକ୍ତି ପ୍ରକାଶ କରିଛି ଯେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୮୦ଟି ବିଧାନସଭା ଓ ୧୮ଟି ଲୋକସଭା ଆସନରେ ବିଜେପି ବିଜୟୀ ହେବ। ଏହି ଦାବି କରିଛନ୍ତି ଦଳର ସାରସକଣା ବିଧାୟକ ବୁଧନ ମୁର୍ମୁ। ପୂର୍ବରୁ ଓଡ଼ିଶାରେ ବିଜେପି ଦୁର୍ବଳ ଥିଲେ…

ୟୁନିଅନ ବ୍ୟାଙ୍କ ଲୁଟେରାଙ୍କୁ ବାନ୍ଧିଲା ପୋଲିସ, ୬ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳସାରୀସ୍ଥିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଏପ୍ରିଲ୍ ମାସରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅମର କୁମାର ଦେ, ତପନ କୁମାର ଜେନା, ପପୁ ଦାସ, ସାନ୍ତନୁ ମାଇତି, ଗୌତମ ରାଉତ,…

କୁଖ୍ୟାତ ଆତଙ୍କବାଦୀ, ଖଲିସ୍ତାନୀ ନେତା ଗୁରପତୱନ୍ତ ସଡକ ଦୁର୍ଘଟଣାରେ ନିହତ !

ନ୍ୟୁୟର୍କ: ଭାରତରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର କୁଖ୍ୟାତ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କ ଆମେରିକାରେ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଟ୍ୱିଟରରେ ଖବର ପ୍ରକାଶ ପାଇବା ପରେ ଏହା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଆମେରିକାର ୧୦୧ ହାଇୱେରେ ଏହି ଦୁର୍ଘଟଣା…

ଜଟିଳ କର୍କଟ ରୋଗ ନିମନ୍ତେ ମହିଳାଙ୍କର ୧୧ ବର୍ଷରେ ୫ ଥର ଅସ୍ତ୍ରୋପଚାର

ଭୁବନେଶ୍ୱର: ଜଟିଳ କ୍ୟାନ୍ସର ରୋଗ “ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା” ରେ ପୀଡ଼ିତ ଥିବା ବୌଦ୍ଧ ଜିଲ୍ଲାର ଜଣେ ୩୮ ବର୍ଷୀୟ ମହିଳାଙ୍କର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ୫ମ ଥର ପାଇଁ ସମ୍‌ରେ ତାଙ୍କର ଏହି ସମସ୍ୟା…