Latest Odisha News

BREAKING NEWS

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଥମୁନି ବିବାଦ; ଓଡ଼ିଶା ହାଇକୋର୍ଟ ଆଇନଜୀବୀଙ୍କ ସେନ୍ସର ବୋର୍ଡକୁ ଲିଗାଲ୍…

କଟକ: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାରେ ନାଁ ନେଉ ନାହିଁ। ବିଭିନ୍ନ ମହଲରେ ଫିଲ୍ମକୁ ସମାଲୋଚନା କରାଯାଉଛି। ନାନା ସମାଲଚୋନା ଆଲୋଚନା ପରେ ବକ୍ସ ଅଫିସ୍‌ରେ ବି ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ରୋଜଗାର ହ୍ରାସ ପାଉଛି। ଶ୍ରୀରାମଙ୍କ କଥାକୁ କଦର୍ଥ କରି ଦେଖାଯାଇଛି ବୋଲି ଅନେକ…

ଇ-ପାସପୋର୍ଟ ପ୍ରୋଗ୍ରାମ ୨.୦: ଖୁବଶୀଘ୍ର ଆରମ୍ଭ ହେବ ଚିପ୍‌ ସକ୍ଷମ ଇ-ପାସପୋର୍ଟ

ନୂଆଦିଲ୍ଲୀ: ଇ-ପାସପୋର୍ଟ ପାଇଁ ଆଉ କରିବାକୁ ପଡିବନି ଅପେକ୍ଷା। କାରଣ ଦେଶରେ ଶୀଘ୍ର ପାସପୋର୍ଟ ସେବା କାର୍ଯ୍ୟକ୍ରମ (ପିଏସ୍‌ପି ୨.୦)ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଲୋକେ ଚିପ୍ ଯୁକ୍ତ ଏକ ଇ-ପାସପୋର୍ଟ ପାଇବେ ବୋଲି ବିଦେଶ ବ୍ୟାପାର…

ଶିଶୁ କବିତା : ବରଷା ଆସିଲା

ତରୁଣ କୁମାର ମିଶ୍ର ମେଘ ବରଷିଲା ଟୁପୁରୁ ଟୁପୁରୁ କୁନା କୁନି ଭାରି ଖୁସି , ଝରକା ପାଖରେ ବସି କରି ଦୁହେଁ ବରଷାକୁ ଦେଖୁଛନ୍ତି । ଗଛରେ ପଡ଼ୁଛି ବରଷାର ପାଣି ତାତିରୁ ମୁକତି ପାଏ , ଆନନ୍ଦରେ ଡାଳ ପତର ହଲାଇ ମନଭରି ଗୀତଗାଏ । ଟିକି ଚଢ଼େଇଟି ଡାଳରେ ବସିକି ଝାଡ଼ଇ ଡେଣା…

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଲୁଘୁଚାପ କ୍ଷେତ୍ର ସୃଷ୍ଟି କଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଗତକାଲି ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୁର୍ଣ୍ଣିବଳୟ…

ଆଜି ତିନି ରଥର ଦକ୍ଷିଣମୋଡ଼, ୧୨.୩୦ ରେ ଆଜ୍ଞାମାଳ ବିଜେ

ପୁରୀ: ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶ ଦେବା ପରେ ଏବେ ଶ୍ରୀମନ୍ଦିର ଫେରିବାକୁ ତର ତର ହେଲେଣି ମହାବାହୁ। ବାହୁଡ଼ା ଯାତ୍ରା ପାଇଁ ସଜବାଜ ହେଲେଣି ବଡ଼ ଠାକୁର । ଏଥିପାଇଁ ଆଜି(ରବିବାର) ଶରଧାବାଲିରେ ୩ ରଥ ଦକ୍ଷିଣ ମୋଡ କରାଯିବ । ଏଥିପାଇଁ ୩ ରଥକୁ ଭଲ ଭବାରେ ଯାଞ୍ଚ କରାଯାଇଛି। ନନ୍ଦିଘୋଷ…

କବିତା : ଅପେକ୍ଷା

ସୁଜାତା ମିଶ୍ର ଶାନ୍ତ ଏଇ ସକାଳଟା.. ସୁଲୁ ସୁଲୁ ପବନରେ ଭରିଛି କେ ଶୁଭ୍ର ଶିହରଣ, ସାଦା ରଙ୍ଗର ଶାଢ଼ୀରେ କିଏ ଦେଲା କୁହୁକ ପରଶ.., ନିରୀହ ପଣରେ ଭରିଲା ଚୁନି ଚୁନି ସ୍ୱପ୍ନର ବିଳାସ, ଉପବନ ଦିଶେ ଆଜି କେତେ ସୁଶୋଭନ! ଆଜି ଆସ୍ଥା ଆଉ ବିଶ୍ଵାସର ପଟୁଆର ନେଇ ରଥେ ବିଜେ…

ବିହାରରେ ଭୁଶୁଡିଲା ପୁଣି ଏକ ନିର୍ମାଣଧିନ ବ୍ରିଜ୍

ପାଟନା: ବିହାରର ଭାଗଲପୁରର ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ଏକ ବ୍ରିଜ ଭୁଶୁଡିବାର ୩ ସପ୍ତାହ ପରେ କିଷନଗଞ୍ଜ ଜିଲ୍ଲାରେ ଶନିବାର ପୁଣି ଏକ ନିର୍ମାଣଧିନ ବ୍ରିଜ ଭୁଶୁଡିଛି। ପାଟନାଠାରୁ ୪୦୦ କି.ମି ଦୂର ଜାତୀୟ ରାଜପଥ-୩୨୭ଇ ଉପରେ ମେଚି ନଦୀରେ ଏହି ବ୍ରିଜ୍ ନିର୍ମାଣ କରାଯାଉଥିଲା।…

ଜୁଲାଇ ୧ ରେ ଓଟିଇଟି ପରୀକ୍ଷା, ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ଜୁଲାଇ ୧ ରେ ଅନୁଷ୍ଠିତ ହେବ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୨। ଏଥିଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ଆଦିରେ ୩୦୭ କେନ୍ଦ୍ର କରାଯାଇଛି। ଏଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିଥିବାରୁ ଦେଢ…

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଉଦ୍‌ଘାଟିତ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ନିଆରା ଭକ୍ତି ଭାବାପନ୍ନ ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ଲାଞ୍ଚୁଆ ଆରଆଇକୁ ଅଢେ଼ଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା

ଭବାନୀପାଟଣା: ଶନିବାର ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀକାନ୍ତ ମିଶ୍ର ଏକ ଲାଞ୍ଚ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କୁ ଅଢେ଼ଇ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଡଣ୍ଡାଦେଶ କରିଛନ୍ତି। ଜୋରିମାନା…