Latest Odisha News

BREAKING NEWS

ଡରାଉଛି ତୈଳ ସଙ୍କଟ; ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଡିଜେଲ୍ ବଦଳରେ ଚାଲିବ ଇଭି ବୋଟ୍‌

ଭୁବନେଶ୍ୱର: ସମଗ୍ର ବିଶ୍ବରେ ଦେଖାଦେଉଥିବା ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଡିଜେଲ୍ ବଦଳରେ ଓଡ଼ିଶାର ଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଚାଲିବ ଇଭି ବୋଟ୍‌ । ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏନେଇ…

Weather Update: ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ, ୨ ଦିନ ପରେ ବଦଳିବ ପାଗ, ଆଜି ପାଇଁ ଏହି ସବୁ ଜିଲ୍ଲାକୁ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ବର୍ଷା କାରଣରୁ ତାତିରୁ ମିଳିଛି ଆଶ୍ବସ୍ତି । ଏହି ବର୍ଷା ଯୋଗୁଁ ପାରଦ ହଠାତ୍ ତଳକୁ ଖସିଆସିଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୫ ରୁ ୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବା…

ଗୋଆ ନାଇଟ୍‌ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଇଡିର ବଡ ଖୁଲାସା, ଲାଇସେନ୍ସ ପାଇଁ ଦିଆଯାଇଥିଲା ନକଲି ସାର୍ଟିଫିକେଟ୍,…

ପାଣାଜି: ଗୋଆ ନାଇଟ୍‌ କ୍ଲବ ‘ବର୍ଚ ବାଇ ରୋମିଓ ଲେନ୍‌ ‘ରେ ଅଗ୍ନିକାଣ୍ଡ ଘଟଣା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏହି କ୍ଲବ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡିର ପାଣାଜୀ ଜୋନାଲ ଅଫିସ୍ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ପ୍ରାୟ ୧୧.୦୧ କୋଟି ଟଙ୍କାର ସ୍ଥାବର…

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା, ଏହି ଦିନ ଅନୁଷ୍ଠିତ ହେବ…

କଟକ: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପ୍ରକାଶ ପାଇଲା ତାରିଖ । ଆସନ୍ତା ଜୁଲାଇ ୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୯ ଟାରୁ ଦିନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ହେବ ।…

ଦାଦା ବଟି ନଦେବାରୁ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗିରିମା ଗାଁରେ ଅଭାବନୀୟ ଘଟଣା । ବ୍ୟବସାୟୀଙ୍କୁ ଦାଦା ବଟି ପାଇଁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ଜମି ବ୍ୟବସାୟୀ ଚଗଲା ମଲ୍ଲିକଙ୍କ ହାତ ପାପୁଲି ଛିଣ୍ଡିଥିବାବେଳେ, ବୁଢ଼ା ଆଙ୍ଗୁଠି ମଧ୍ୟ ଛିଣ୍ଡି ଯାଇଥିବା…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଜୟ

ନୂଆଦିଲ୍ଲୀ: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ ଥିଲା। ଏହି ସାକ୍ଷାତ ସମୟରେ ସେ ରାଜ୍ୟର ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ, ଯାହା ଦୀର୍ଘ ସମୟ ଧରି…

ସ୍ପଷ୍ଟ କଲେ ସିଏସକେ ସିଇଓ: ଧୋନୀ ଯାହା ଚାହିଁବେ ସେହି ଦାୟିତ୍ୱ ନେବେ

ଚେନ୍ନାଇ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ପକ୍ଷରୁ ଗୋଟିଏ ବି ମ୍ୟାଚ ଆଘାତ ସମସ୍ୟା ଯୋଗୁ ଖେଳି ପାରି ନାହାନ୍ତି । ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଦଳ ପ୍ଲେ ଅଫରେ ପ୍ରବେଶ କରିପାରି ନ ଥିଲା । ଇତି ମଧ୍ୟରେ ଚେନ୍ନାଇ ଟିମର ସିଇଓ କାଶୀ ବିଶ୍ୱନାଥ ଷ୍ଟାର ଖେଳାଳି ଧୋନୀଙ୍କୁ ନେଇ…

ମୌସୁମୀ ବର୍ଷା ଓ ଏଲ୍ ନିନୋ ଆଶଙ୍କାର ମୁକାବିଲା ପାଇଁ ଖରିଫ୍ ୨୦୨୬ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏବଂ ଏଲ୍ ନିନୋ (El Niño) ର ପ୍ରଭାବ ନେଇ ଆକଳନ କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ…

ଚର୍ଚ୍ଚାରେ ପାଟୀଦାର, ନେଇପାରନ୍ତି ସୂର୍ଯ୍ୟକୁମାରଙ୍କ ସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଅଧିନାୟକ ରଜତ ପାଟୀଦାର ଉଭୟ ନେତୃତ୍ୱ ଦକ୍ଷତା ଏବଂ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । କ୍ୱାଲିଫାୟର ୧ରେ ସେ ୩୩ ବଲରେ ବିସ୍ଫୋରକ ୯୩ ରନ କରିଥିଲେ । ତାଙ୍କ ପ୍ରଦର୍ଶନ ଯୋଗୁ ଆରସିବି ସହଜରେ ଫାଇନାଲରେ…

ଆସାମରେ ୟୁସିସି ବିଲ୍ ପାରିତ

ନୂଆଦିଲ୍ଲୀ: ଆସାମ ବିଧାନସଭା ବୁଧବାର ଦିନ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ପାସ୍ କରିଛି। ଏହି ଆଇନ ବିବାହ, ଛାଡପତ୍ର, ଉତ୍ତରାଧିକାର ଏବଂ ଲିଭ୍-ଇନ୍ ସମ୍ପର୍କ ସହିତ ଜଡିତ ପ୍ରସଙ୍ଗରେ ଧର୍ମ ନିର୍ବିଶେଷରେ ସମସ୍ତ ଲୋକଙ୍କ ପାଇଁ ଏକ ସମାନ ଆଇନଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ…