Latest Odisha News

BREAKING NEWS

ଚର୍ଚ୍ଚାରେ ପାଟୀଦାର, ନେଇପାରନ୍ତି ସୂର୍ଯ୍ୟକୁମାରଙ୍କ ସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଅଧିନାୟକ ରଜତ ପାଟୀଦାର ଉଭୟ ନେତୃତ୍ୱ ଦକ୍ଷତା ଏବଂ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । କ୍ୱାଲିଫାୟର ୧ରେ ସେ ୩୩ ବଲରେ ବିସ୍ଫୋରକ ୯୩ ରନ କରିଥିଲେ । ତାଙ୍କ ପ୍ରଦର୍ଶନ ଯୋଗୁ ଆରସିବି ସହଜରେ ଫାଇନାଲରେ…

ଆସାମରେ ୟୁସିସି ବିଲ୍ ପାରିତ

ନୂଆଦିଲ୍ଲୀ: ଆସାମ ବିଧାନସଭା ବୁଧବାର ଦିନ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ପାସ୍ କରିଛି। ଏହି ଆଇନ ବିବାହ, ଛାଡପତ୍ର, ଉତ୍ତରାଧିକାର ଏବଂ ଲିଭ୍-ଇନ୍ ସମ୍ପର୍କ ସହିତ ଜଡିତ ପ୍ରସଙ୍ଗରେ ଧର୍ମ ନିର୍ବିଶେଷରେ ସମସ୍ତ ଲୋକଙ୍କ ପାଇଁ ଏକ ସମାନ ଆଇନଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ…

ମମତା ବାନାର୍ଜୀଙ୍କ ବଢ଼ିଲା ଅଡୁଆ, ଦିଦିଙ୍କ ବିରୋଧରେ ମାମଲା ରୁଜୁ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ବଢିଲା ସମସ୍ୟା। ସନାତନ ଧର୍ମକୁ "ଅପବିତ୍ର ଧର୍ମ" କହିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଗତ ବର୍ଷ କୋଲକାତାରେ ଇଦ୍ ପାଳନ ସମୟରେ ସେ ଦେଇଥିବା ଏକ ବୟାନରୁ ଏହି ମାମଲା…

ଡଲାର ତୁଳନାରେ କାହିଁକି ଦୁର୍ବଳ ହେଉଛି ଟଙ୍କା 

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ବଡ଼ ଚିନ୍ତାଜନକ ଖବର। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଚଳିତ ବର୍ଷ ମେ ମାସରେ ପ୍ରତି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୬ ଅତିକ୍ରମ କରିଛି, ଯାହା ଗତ ବର୍ଷ ପ୍ରାୟ ୮୫ ଟଙ୍କା ଥିଲା। ଟଙ୍କାର…

PM Amid Heatwave: ଜୁନ୍ ୨ ଯାଏଁ ତାତିରୁ ନାହିଁ ନିସ୍ତାର, ପ୍ରଧାନମନ୍ତ୍ରୀ ମୋଦି ନିଜେ ଦେଲେ ନୁସ୍କା…କହିଲେ ଏମିତି…

ନୂଆଦିଲ୍ଲୀ: ଏବେ ଦେଶ ତଥା ରାଜ୍ୟରେ ତାପାମାତ୍ରାର ପାରା ଶୀର୍ଷରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଚଣ୍ଡ ଗରମରୁ ନିଜକୁ ରକ୍ଷା କରିବା ପାଇଁ ନାଗରିକମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି ଏବଂ କିଛି ଟିପ୍ସ ମଧ୍ୟ ଦେଇଛନ୍ତି। ଦେଶର ବିସ୍ତୃତ ଅଞ୍ଚଳରେ ପ୍ରଚଣ୍ଡ…

ରଣବୀରଙ୍କ ସଫଳତା ସହିପାରୁନାହାନ୍ତି ବରୁଣ ?

ମୁମ୍ବାଇ: ବକ୍ସ ଅଫିସରେ ସୁପରହିଟ୍ ହୋଇଥିବା ଫିଲ୍ମ 'ଧୁରନ୍ଧର ୨'ର ସଫଳତାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଫ୍ୟାନ୍ସ। ଅଭିନେତା ବରୁଣ ଧୱନଙ୍କ ଗୋଟିଏ ବୟାନ ଏବେ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। ରଣବୀର ସିଂଙ୍କ ପ୍ରଶଂସକମାନେ ବରୁଣଙ୍କ ଉପରେ ଏମିତି ବର୍ଷିଛନ୍ତି ଯେ, ତାଙ୍କୁ 'ଜଳନଖୋର'…

ଚାଷୀ ପୁଅ OAS ଟପ୍ପର…

କେନ୍ଦୁଝର: ବିଲରେ ଝାଳ ବୁହାଇ ପୁଅକୁ ଓଏଏସ୍ କଲେ ବାପା ପୂରା ଓଡିଶାରେ ପ୍ରଥମ ହେଲେ ବୁବୁନ କଥାରେ କୁହନ୍ତି ନି… ଶିକ୍ଷା ବୟସ, ସମ୍ବଳ କିମ୍ବା ପରିସ୍ଥିତି ଦ୍ୱାରା ସୀମିତ ନୁହେଁ। ଯଦି ତୁମର ନିଷ୍ଠା ଏବଂ କଠିନ ପରିଶ୍ରମ ଅଛି, ତେବେ ତୁମେ ନିଶ୍ଚିତ ଭାବରେ ସଫଳତା ପାଇବ। ଆଉ ଏହାକୁ…

ଆଇପିଏଲ: ସବୁ ସଂଯୋଗ ଆରସିବି ସପକ୍ଷରେ, ଜିତିପାରେ କ୍ରମାଗତ ଟାଇଟଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ଗତ ସଂସ୍କରଣର ଚାମ୍ପିୟନ ଆରସିବି କ୍ୱାଲିଫାୟର ୧ରେ ଗୁଜରାଟ ଟାଇଟାନ୍ସକୁ ସହଜରେ ହରାଇଛି । ଭଲ ପ୍ରଦର୍ଶନ ବ୍ୟତୀତ ଆଉ ଏକ ସଂଯୋଗ ମଧ୍ୟ ଆରସିବି ସପକ୍ଷରେ ରହିଛି । ଯାହାକି…

ଭିଜିଲାନ୍ସ ଜାଲରେ ଚମ୍ପୁଆର ACSO ଧୁମାରାମ ମୁର୍ମୁ

ଭୁବନେଶ୍ବର: ଧାନ ସଂଗ୍ରହ ପାଇଁ ସ୍ଥାନୀୟ LAMPCS ଇନଚାର୍ଜଙ୍କ ଠାରୁ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ କେନ୍ଦୁଝର ଚମ୍ପୁଆର ACSO ଧୁମାରାମ ମୁର୍ମୁଙ୍କୁ ଗିରଫ କରିଛି। ଚଳିତ ଖରିଫ ମାର୍କେଟିଂ ସିଜିନ୍ (KMS) ଅନୁଯାୟୀ କ୍ରୟ ସମ୍ପର୍କିତ ଫାଇଲ୍ ସଫା କରିବା ପାଇଁ ସେ…

ବଛା ହେବେ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ, ଗଠିତ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର: ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ। ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବେଷ୍ଟ ଲେଜିସ୍ଲେଟର ଆୱାର୍ଡ ରୁଲ୍ସ-୨୦୦୨ ଅନୁଯାୟୀ ଏହି…