Nitish Kumar Bihar CM: ନିତୀଶ ହେବେ ତ ମୁଖ୍ୟମନ୍ତ୍ରୀ?
ପାଟନା: ବିହାରରେ ପୁଣି ଏନଡିଏ ସରକାର । ୨୦୨୫ ବିଧାନସଭା ନିର୍ବାଚନରେ ବଡ ବାଜିମାତ୍ କରିଛି ଏନଡିଏ । ବିଜେପି-ଜେଡିୟୁ-ଏଲଜେପି-ହାମ୍ ମେଣ୍ଟ ମୋଟ ୨୪୩ ଆସନରୁ ୨୦୨ ସିଟ୍ ହାତେଇ ପୁଣି ବିହାର ଗଡ ନିଜ ନାଁରେ କରିଛନ୍ତି । ଏଥିରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ୧୦୧ଟି ଆସନରେ ଲଢି…