Latest Odisha News

BREAKING NEWS

ମହିଳାଙ୍କୁ ଅଶ୍ଳୀଳ ମେସେଜ୍‌, ବଦଳିଲେ ଖଣ୍ଡପଡ଼ା ଏସ୍‌ଡିପିଓ

ନୟାଗଡ଼: ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ୩ ଜୁଲାଇ, ୨୦୨୫ରେ ଦୁଇଟି ପରିବାର ମଧ୍ୟରେ ବିବାଦ ସମ୍ପର୍କରେ ଏସଡିପିଓଙ୍କ ନିକଟକୁ ଯାଇଥିଲେ। ପରେ…

ଶ୍ରେୟାଶ ଆୟାର ହୋଇ ପାରନ୍ତି ଟିମ ଇଣ୍ଡିଆର ନୂଆ ଅଧିନାୟକ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ବଳରେ ଶ୍ରେୟାଶ ଆୟାର ଧୀରେ ଧୀରେ ଚୟନ କମିଟିର ବିଶ୍ୱାସ ଜିତି ପାରିଛନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଚୟନ କମିଟି ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ବିଶ୍ୱାସ…

କଲବଲ କରୁଛି ଖରା; ମାଲକାନଗିରି ଓ ଗଜପତିରେ ସ୍କୁଲ ଛୁଟି

ମାଲକାନଗିରି: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଲାଗିଛି। ୪୦ ଡିଗ୍ରୀ ସେଲସିୟସ ଛୁଇଁଛି। ଯାହାକୁ ନଜରରେ ରଖି ମାଲକାନଗିରି ଏବଂ ଗଜପତିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ୨୨ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

Pahalgam attack anniversary: ‘ଭାରତ କେବେ ଭୁଲେ ନାହିଁ’, ପହଲଗାମ୍ ବର୍ଷି ପୂର୍ବରୁ ଆତଙ୍କବାଦୀଙ୍କୁ…

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ଶତ୍ରୁ ଦେଶର ଆତଙ୍କବାଦୀଙ୍କୁ ଏହି କଠୋର ବାର୍ତ୍ତା ପଠାଇଛି। ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି। ପୋଷ୍ଟରେ, ଭାରତୀୟ ସେନା ଲେଖିଛି, "ଯେତେବେଳେ ମାନବତାର ସୀମା ଲଙ୍ଘନ କରାଯାଏ,…

India’s Growing Economy: ‘ଦୁନିଆର ବିକାଶ ଇଞ୍ଜିନ ପାଲଟିଛି ଭାରତ’

ନୂଆଦିଲ୍ଲୀ: ଜାତିସଂଘର ବଡ଼ ଦାବି ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ଭାରତ ବିଶ୍ୱ ସଂଘର୍ଷ ସତ୍ତ୍ୱେ ଦ୍ରୁତ ଗତିରେ ବଢୁଛି ଭାରତର ଅର୍ଥନୀତି ଇସ୍ରାଏଲ, ଯୁକ୍ତରାଷ୍ଟ୍ର, ଇରାନ, ଏବଂ ରୁଷ ଏବଂ ୟୁକ୍ରେନ ସମେତ ଅନେକ ଯୁଦ୍ଧ ଏବଂ ପ୍ରତିକୂଳ ବିଶ୍ୱ ପରିସ୍ଥିତି ସତ୍ତ୍ୱେ, ଭାରତର…

ଆଧାର ଅପଡେଟ୍‌: ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଧାର କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । ଯଦି ଆପଣଙ୍କ ଆଧାର କାର୍ଡକୁ ୧୦ ବର୍ଷରୁ ଅଧିକ ସମୟ ହୋଇଗଲାଣି, ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ । UIDAI ପକ୍ଷରୁ ଆଧାର ଅପଡେଟ୍‌କୁ ନେଇ ଜାରି ହୋଇଛି ନୂଆ ପରାମର୍ଶ । ଆଧାର କାର୍ଡ ଆଜିର ସମୟରେ ଆମ ପାଇଁ ସବୁଠୁ…

ଏହି ଘଟଣାକୁ ନେଇ ମୁହାଁମୁହିଁ ଦୀପିକା-ରଣବୀର !

ମୁମ୍ବାଇ: ବଲିଉଡର ପାୱାର କପଲ୍ ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ମଧ୍ୟରେ ଏବେ ଏକ ବଡ଼ ବିଷୟକୁ ନେଇ ମତଭେଦ ଦେଖିବାକୁ ମିଳିଛି। ବିଷୟଟି ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରିରେ 'କାମର ସମୟ' କିମ୍ବା 'ୱର୍କିଂ ଆୱାର୍ସ'। ଆଠ ଘଣ୍ଟା ସିଫ୍ଟକୁ ନେଇ ଏବେ ପୂରା ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି ।…

CRPF ନିଯୁକ୍ତି: ଜାଣନ୍ତୁ କନଷ୍ଟେବଳଙ୍କ ଦରମା କେତେ ଏବଂ ଚୟନ ପ୍ରକ୍ରିୟା କ’ଣ?

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ମାଧ୍ୟମରେ ଦେଶ ସେବା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଲ (ଟେକ୍ନିକାଲ୍ ଏବଂ ଟ୍ରେଡସମ୍ୟାନ୍) ପଦବୀ ପାଇଁ ବହୁ ସଂଖ୍ୟକ ପଦବୀ ଘୋଷଣା କରିଛି ଏବଂ ଆବେଦନ ପ୍ରକ୍ରିୟା…

କଷ୍ଟମ୍ସ ବିଭାଗର ବଡ଼ ଖୁଲାସା: ଭୁଟାନ ଦେଇ ଚାଲାଣ ହେଉଛି ୧୫,୦୦୦ ବିଳାସପୂର୍ଣ୍ଣ ଚୋରା କାର

ନୂଆଦିଲ୍ଲୀ: ଭାରତ ଏବଂ ଭୁଟାନ ସୀମାନ୍ତ ଅଞ୍ଚଳ ଦେଇ ଯାନବାହାନ, ବିଶେଷ କରି ଚୋରି ଗାଡ଼ିଗୁଡ଼ିକର ଚାଲାଣ ଏକ ଗମ୍ଭୀର ସମସ୍ୟା ଭାବେ ଦେଖାଦେଇଛି। ଏହି ବେଆଇନ କାରବାର ଦିନକୁ ଦିନ ବଢିଚାଲିଛି। ଏହି ଚୋରା ଚାଲାଣ ସମ୍ପର୍କରେ କଷ୍ଟମ୍ସ ବିଭାଗ ଏକ ବଡ଼ ଖୁଲାସା କରିଛି। ଏହାର ସମାଧାନ ପାଇଁ,…