ଉଦଘାଟନ ପୂର୍ବରୁ HPCL ରିଫାଇନାରୀରେ ଅଗ୍ନିକାଣ୍ଡ, ପ୍ରଧାନମନ୍ତ୍ରୀ କରିଥାନ୍ତେ…
ନୂଆଦିଲ୍ଲୀ: ଆସନ୍ତା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ପଚପଦ୍ରାରେ ଦେଶର ସର୍ବବୃହତ HPCL ତୈଳ ବିଶୋଧନାଗାର ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଦିନ ରିଫାଇନାରୀର ଏକ ୟୁନିଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି।…