Latest Odisha News

BREAKING NEWS

ଏଣିକି ପ୍ରତି ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଉ ଚାଲିବନି ଇନ୍ଧନ ଜାନ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ସବୁଜିମାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ । ବାଇକ୍, କାର ଆଉ ଅଟୋ ଭଳି ଇନ୍ଧନ ଯାନକୁ ମୁଖ୍ୟ ଫାଟକରେ ଛଡ଼ା ଯାଉନି । ପ୍ରତି ଶନିବାର ଦିନ ଏହି ନିୟମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗୁ…

ସରକାରୀ ଅଧିକାରୀଙ୍କ ବଦଳିକୁ ନେଇ ବଡ଼ ନିଷ୍ପତ୍ତି; ଏଣିକି ୬ ବର୍ଷ…

ଭୁବନେଶ୍ୱର: ବିଭାଗ ଗୁଡ଼ିକରେ ସ୍ୱଚ୍ଛତା, ସମାନତା ଏବଂ ପ୍ରଶାସନିକ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ବଦଳି ଏବଂ ପୋଷ୍ଟିଂ ଉପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ,…

ଗାଡ଼ି ଚୋରି ଗ୍ୟାଙ୍ଗର ମୁଖ୍ୟ ସମେତ ୩ ଗିରଫ;ଗାଡ଼ିର ନମ୍ବର ବଦଳାଇ ରାଜ୍ୟ ବାହାରେ ବିକୁଥିଲେ…

ଭୁବନେଶ୍ୱର:ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ନୟାପଲ୍ଲୀ ଥାନା ପୋଲିସ । ଚୋରି ପରେ ଗାଡିର ନମ୍ବର ପ୍ଲେଟ ବଦଳାଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା ପୋଲିସ ଚଢାଉ କରି ୩ ଜଣ ବାଇକ ଚୋରଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୫ରୁ ଅଧିକ ଚୋରା ବାଇକ ଜବତ…

ଆସନ୍ତା ଜୁନ୍ ୨ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ; ତାତିରୁ ସତର୍କ ରହିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଜାରି ରହିଥିବାବେଳେ ଖରାତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଶନିବାର ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ, ବରଗଡ, ଅନୁଗୋଳ, ସୋନପୁର, ବୌଦ୍ଧ ଓ ନୟାଗଡରେ ପ୍ରବଳ ତାତି ଅନୁଭୂତ ହେବନେଇ ଏସବୁ ଜିଲ୍ଲାକୁ ହିଟ ୱେଭ୍‌ ସତର୍କ ସୂଚନା ଜାରି…

Cockroach Janta Party: ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିପାରିବ କି ‘କକ୍ରୋଚ ଜନତା ପାର୍ଟି’?…

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତିଙ୍କ ଗୋଟିଏ ବୟାନ ଏବେ ଦେଶରେ ହଇଚଇ ସୃଷ୍ଟି କରିଛି । ଉଭା କରିଛି ଦେଶରେ ଏକ ନୂଆ ଅଭିଯାନ, ଯାହା ଏକ ରାଜନୈତିକ ଦଳର ରୂପ ନେଇପାରେ ବୋଲି ଚର୍ଚ୍ଚା । ଯାହାର ପୁରୋଧା ସାଜିଛନ୍ତି GenZ । ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି 'କକ୍ରୋଚ ଜନତା…

ପୁଣି ଫେରିଲା କରୋନା !

ନୂଆଦିଲ୍ଲୀ: ପୁଣି ଥରେ ଫେରିଲା କରୋନା ଭୟ ! ପ୍ରାୟ ୬ ବର୍ଷ ପୂର୍ବେ ସାରା ବିଶ୍ୱକୁ ଥରହର କରିଥିବା କରୋନା ଭାଇରସ୍ ଏବେ ପୁଣି ଥରେ ଚିନ୍ତା ବଢ଼ାଇଛି। ବିଶ୍ୱବ୍ୟାପୀ ସଂକ୍ରମଣ କମିବା ପରେ ଏବେ ସିଙ୍ଗାପୁରରେ କରୋନାର କାୟା ବିସ୍ତାର ଦେଖିବାକୁ ମିଳିଛି, ଯାହା ସାରା ବିଶ୍ୱ ପାଇଁ ଏକ ସତର୍କ…

ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ;ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଷ୍ପତ୍ତି…

ପୁରୀ:ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ନିଷ୍ପତ୍ତି ନିଆଯାଇଛି । ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି।…

Rajya Sabha Polls: ଏନଡିଏ ବନାମ ବିରୋଧୀ… କିଏ ଜିତିବ, କିଏ ହରାଇବ?

ନୂଆଦିଲ୍ଲୀ: ୨୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଜାତୀୟ ରାଜନୈତିକ ଦୃଶ୍ୟପଟକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଯାଉଛି। ନିର୍ବାଚନ କମିଶନ ଜୁନ୍ ୧୮ ତାରିଖରେ ୧୨ଟି ରାଜ୍ୟର ୨୬ଟି ଆସନ ପାଇଁ ଭୋଟ୍ ଘୋଷଣା କରିଛନ୍ତି। ଏହି ନିର୍ବାଚନରେ ​​ଏନଡିଏ ଗୋଟିଏ ଆସନ ହରାଇବ ବୋଲି ଆଶା କରାଯାଉଥିବା…

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ; ୯୦ ମୃତ

ନୂଆଦିଲ୍ଲୀ: ଚୀନ୍‌ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଉତ୍ତର ଚୀନ୍‌ର ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ଗ୍ୟାସ୍‌ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯୦ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ୨୪୭ ଜଣ ଶ୍ରମିକ ଭୂତଳରେ ଥିଲେ। ଚୀନ୍‌ର ସରକାରୀ ଖବର ସଂସ୍ଥା ଜିନହୁଆ…