Indian ship after Iranian attack: ଇଏ କେଉଁ ପ୍ରକାର ବନ୍ଧୁତ୍ୱ? ‘ତୁମେ ଅନୁମତି ଦେଇ…ଏବେ ଗୁଳି…
ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ପର୍ସିଆନ୍ ଗଲ୍ଫ ଅଞ୍ଚଳରେ ଦୁଇଟି ଭାରତୀୟ ଜାହାଜ ଉପରେ ଗୁଳି ଚଳାଇବା ଅଭିଯୋଗ ପରେ ଶନିବାର ଚାରିଟି ଭାରତୀୟ ଜାହାଜକୁ ପଛକୁ ଫେରାଇବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ, ଗୋଟିଏ ଭାରତୀୟ ତୈଳ ଟ୍ୟାଙ୍କର ହର୍ମୁଜ୍ ପାର କରିବାରେ ସଫଳ ହୋଇଥିଲା। ଭାରତୀୟ ପତାକା…