Latest Odisha News

BREAKING NEWS

ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ବାଦ ଦେବା ଘଟଣାକୁ ଏଆଇଡିଏସ୍‌ଓର ତୀବ୍ର ନିନ୍ଦା

ଭୁବନେଶ୍ୱର: ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ବାଦ ଦେବା ଘଟଣାକୁ ଏଆଇଡିଏସ୍‌ଓ ତୀବ୍ର ନିନ୍ଦା କରୁଛି । ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ହଟାଇ ଦେବାର ଘୃଣ୍ୟ ଫାସିବାଦି ପଦକ୍ଷେପକୁ ବିରୋଧ କରି…

ଦେଶରେ ମୋଦୀ ସରକାର ଖୋଲିବେ ୧୫୦ରୁ ଅଧିକ ନର୍ସିଂ କଲେଜ

ନୂଆଦିଲ୍ଲୀ: ବୁଧବାର ନର୍ସିଂ କଲେଜକୁ ନେଇ ମୋଦୀ ସରକାରଙ୍କ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକରେ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ କୁ ଅନୁମତି ଦେଇଛନ୍ତି। ଦେଶରେ ୧୫୦ରୁ ଅଧିକ ନର୍ସିଂ…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ପ୍ରଶଂସା

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ଚତୁର୍ଥ ଦିନରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି…

କେସିଆର ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଠୁ ଅଧିକ ବିପଜ୍ଜନକ: ସଞ୍ଜୟ କୁମାର

ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟ ବିଜେପି ସଭାପତି  ସଞ୍ଜୟ କୁମାରଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ନିକଟରେ ହତ୍ୟାର ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ସହ…

ବାଙ୍ଗାଲୋର ସମ୍ମୁଖରେ ୨୦୧ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ବେଙ୍ଗାଲୁର: ଚଳିତ ଆଇପିଏଲରେ ବୁଧବାର କୋଲକାତା ନାଇଟ ରାଇଡର୍ସ ୨୦୧ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ଜାସନ ରାୟଙ୍କ ବିସ୍ଫୋରକ ୫୬ ରନ ସହାୟତାରେ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୦ ରନ ସଂଗ୍ରହ କରିଥିଲା । ନୀତିଶ…

ମମତାଙ୍କ ବିଶ୍ୱସ୍ତ ନେତା ଅନୁପ ମଣ୍ଡଳଙ୍କ ଝିଅ ମନି ଲଣ୍ଡରିଂ ମାମଲାରେ ଗିରଫ

କୋଲକାତା: ବୁଧବାର ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମଣ୍ଡଳଙ୍କୁ ଇଡି ଗିରଫ କରିଛି। ଯିଏକି ପେଶାରେ ଜଣେ ଶିକ୍ଷକ। ସେ ପଶ୍ଚିମବଙ୍ଗର ଏକ ପ୍ରାଥମିକ ସ୍କୁଲରେ ନିୟୋଜିତ ଅଛନ୍ତି। ପ୍ରଥମେ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଏବଂ ପରେ ଇଡି ଗିରଫ କରିଥିଲା। ଏହାର ୮ ମାସ ପରେ ତାଙ୍କ…

କାମ ନଥିଲେ ବିଜେବି କଲେଜରେ ପ୍ରବେଶ କରନ୍ତୁ ନାହିଁ, ଗେଟ୍ ଆଗରେ ଲାଗିଲା ନୋଟିସ୍

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱର ବିଜେବି କଲେଜରେ ତିନି ଜଣ ଛାତ୍ରଙ୍କୁ ଛୁରା ମାଡ଼ ଘଟଣା ପରେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କଲେଜ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ପଥରେ ପୋଷ୍ଟର ଲଗାଇ ବାହାର ଲୋକଙ୍କୁ କଲେଜ କାମ ନଥିଲେ ପ୍ରବେଶ ନକରିବାକୁ ନିବେଦନ କରିଛନ୍ତି। ଏଥିସହିତ…

ରୋହିତ ଆଇପିଏଲରୁ ବ୍ରେକ ନେଇ ଫିଟ ରହିବାକୁ ପରାମର୍ଶ ଦେଲେ ଗାଭାସ୍କର

ମୁମ୍ବାଇ: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ କିଛି ଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ଗୁଜରାଟ ଟାଇଟାନ୍ସଠାରୁ ହାରିବା ପରେ ଗାଭାସ୍କର ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି…

ଜାଲ୍ ସାର୍ଟିଫିକେଟ୍ କାରବାର ରୋକିବାକୁ ଛାତ୍ରଛାତ୍ରୀଙ୍କ ଆଇ କାର୍ଡରେ ଲିଙ୍କ୍ ହେବ ଆଧାର

ଭୁବନେଶ୍ୱର: ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରକୁ ରୋକିବା ପାଇଁ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ୟୁନିକ ଆଇଡେଣ୍ଟିଟି ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ। ଯାହା ନାଗରିକମାନଙ୍କ ପାଇଁ ଆଧାର…

ସାଇବର ଠକେଇରେ ସଂପୃକ୍ତି ଅଭିଯୋଗ, ଦୁଇ ଜଣଙ୍କୁ ଗିରଫ କଲା ସାଇବର ଥାନା

କଟକ: କଟକର ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ସାଢ଼େ ୮ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଆଜି କଟକ ସାଇବର ଥାନା ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ଆଜରୁଦ୍ଦିନ ଅନସାରୀ ଓ ସାକିର ଖାନ୍। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପୀଡ଼ିତଙ୍କ ଭିଡିଓ କଲିଂ କରି…