ଶାହାରୁଖଙ୍କ ଯବାନର ଲିକ ହୋଇଥିବା ଦୃଶ୍ୟକୁ ହଟେଇବା ପାଇଁ ସୋସିଆଲ ମିଡିଆକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ସମସ୍ତ ପ୍ରଶଂସକଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଫିଲ୍ମ ୨ ଜୁନକୁ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଇତି ମଧ୍ୟରେ ଯବାନ ସେଟର କିଛି ଭିଡିଓ କ୍ଲିପ ଓ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଲିକ ହୋଇଥିଲା । ଏଗୁଡିକ ସଙ୍ଗେ…