କୋହଲିଙ୍କ ର୍ୟାଙ୍କିଙ୍ଗ ନେଇ ହୋଇଥିବା ତ୍ରୁଟି ମାନିଲା ଆଇସିସି
ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ର୍ୟାଙ୍କିଙ୍ଗକୁ ନେଇ ହୋଇଥିବା ତ୍ରୁଟିକୁ ଆଇସିସି ମାନିଛି । ଏହା ଆମର ଭୂଲ ଥିଲା ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଆଇସିସି ବୁଧବାର କହିଥିଲା କୋହଲି ୮୨୫ ଦିନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନରେ ରହିଥିଲେ…