ତତଲା କଢ଼େଇରେ ଭାଜି ହେଉଛି ଓଡ଼ିଶା, ଦିନ ତାପମାତ୍ରା ୪୩ ଡିଗ୍ରୀ ପାର୍
ଭୁବନେଶ୍ୱର: ତାତିରେ ଜଳୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଉପକୂଳରେ ଭୀଷଣ ଗୁଳୁଗୁଳି ହେଉଛି। ଆକାଶରୁ ନିଆଁ ବର୍ଷୁଛି। କଲବଲ ହେଉଛନ୍ତି ସାଧାରଣ ଲୋକେ। ପାରଦ ୪୩ ଡିଗ୍ରୀ ମୁହାଁ ହେଲାଣି। ୨୧ ପର୍ଯ୍ୟନ୍ତ ଆଶ୍ବସ୍ତି ନାହିଁ । ପୁଣି ଥରେ ତତଲାଗଡ଼ ପାଲଟିଛି ଟିଟିଲାଗଡ଼ । ବଲାଙ୍ଗିର ଓ…