Latest Odisha News

BREAKING NEWS

Ranger Arrested: ୨ ଲକ୍ଷ ୩୩ ହଜାର ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା; ବନ୍ଧାହେଲେ ଗୁଡ଼ାରି ରେଞ୍ଜର

ରାୟଗଡା: ରାୟଗଡା ଜିଲ୍ଲା ଗୁଡ଼ାରି ରେଞ୍ଜର ସୁକୁମାର ଦୁଖୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ତାଙ୍କ ନିକଟରୁ ଗତକାଲି ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଏହା ସହ ଏକ ବୋଲେରୋ (ଓଡ଼ି୧୮କେ ୭୦୪୧)କୁ ମଧ୍ୟ ଜବତ କରିଥିଲା । ଜବତ ଟଙ୍କା ସମ୍ପର୍କରେ ରେଞ୍ଜର କୌଣସି…

ମାନସ ରଞ୍ଜନ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା, ସୁଲତାଙ୍କୁ ନୂଆ ଦାୟିତ୍ୱ 

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଉଚ୍ଚ ସଦନରେ ସଂସଦୀୟ ଦଳର ନେତା ଏବଂ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ଓ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିଛି। ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଜେଡି…

୭୮ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ୱର, ବେଶ ଆଡମ୍ବରରେ ପାଳନ ହେଉଛି ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ​ଆଜି ୭୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରୁ ପ୍ରତିବର୍ଷ ଏପ୍ରିଲ ୧୩ ତାରିଖ ଦିନ, “ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ” ଭାବରେ ପାଳନ କରାଯାଏ । ୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ଲୋଳିବାର ନକ୍ସା…

Women’s Reservation Bill: ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ନିଷ୍ପତ୍ତି ମହିଳା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କହିଛନ୍ତି ଯେ ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ନେବାକୁ ଯାଉଛି। ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ "ନାରୀ ଶକ୍ତି ବନ୍ଦନ ସମ୍ମିଳନୀ"କୁ ସମ୍ବୋଧିତ କରି ସେ ପ୍ରସ୍ତାବିତ ମହିଳା ସଂରକ୍ଷଣ ବିଲ୍ କୁ…

କେଉଁ ଦେଶରେ ଏବଂ କାହିଁକି ନିୟୋଜିତ ଅଛନ୍ତି ଭାରତୀୟ ସେନା?

ନୂଆଦିଲ୍ଲୀ: ଯେତେବେଳେ ବି ସାରା ବିଶ୍ୱରେ ଶାନ୍ତି ଏବଂ ସୁରକ୍ଷା ବିଷୟରେ ଆଲୋଚନା କରାଯାଏ, ଭାରତୀୟ ସେନା ସର୍ବଦା ଆଗରେ ଥାଆନ୍ତି। ସେମାନଙ୍କର ସାହସ ଏବଂ ଶୃଙ୍ଖଳା ସହିତ, ଭାରତୀୟ ସୈନିକମାନେ କେବଳ ଦେଶର ସୀମାକୁ ସୁରକ୍ଷା ଦିଅନ୍ତି ନାହିଁ ବରଂ ସାତ ସମୁଦ୍ର ପାର ଅଶାନ୍ତ ଅଞ୍ଚଳରେ ଶାନ୍ତି…

ଟ୍ରମ୍ପଙ୍କ ଧର୍ମଗୁରୁ ପୋଷ୍ଟ, ଯୁଦ୍ଧ ଭିତରେ ବଢ଼ାଇଲା ବିବାଦ…

ନୂଆଦିଲ୍ଲୀ: ଇରାନ ଓ ଆମେରିକା ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ନିଜକୁ 'ଯୀଶୁ ଖ୍ରୀଷ୍ଟ'ଙ୍କ ସହ ତୁଳନା କରିଛନ୍ତି। ଏଥିସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ଏବଂ ହୋଲି ସି ଙ୍କୁ ନେଇ ଏକ ଟିପ୍ପଣୀ ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ପୋପ୍ ଲିଓ xiv ଙ୍କୁ…

ବିଶ୍ୱରେକର୍ଡ କରିପାରନ୍ତି ବୈଭବ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ବିଶ୍ୱରେକର୍ଡ କରିବା ପାଇଁ ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କ ନିକଟରେ ସୁଯୋଗ ଉପନୀତ ହୋଇଛି । ୧୫ ବର୍ଷ ବୟସରେ ସେ ଟି୨୦ କ୍ରିକେଟରେ ଦ୍ରୁତ ୧୦୦୦ ରନ ସଂଗ୍ରହ କରିବା ପାଇଁ ତାଙ୍କୁ ଆଉ ଗୋଟିଏ ଇନିଂସରେ ୯୯ ରନ ଆବଶ୍ୟକ ହେଉଛି । ଅଷ୍ଟ୍ରେଲୀୟ…

ତୁର୍କୀକୁ ୧ ବିଲିୟନ ଡଲାର ଓ ସୁନ୍ଦରୀ ମହିଳାଙ୍କୁ ବିବାହ ପାଇଁ ଦାବି କରି ଚର୍ଚ୍ଚାରେ ୟୁଗାଣ୍ଡା ସେନାମୁଖ୍ୟ

କାମ୍ପାଲା: ୟୁଗାଣ୍ଡାର ସେନା ମୁଖ୍ୟ ତୁର୍କୀ କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେନା ମୁଖ୍ୟ ମୁହୁଜି କାଇନେରୁଗାବା ୩୦ ଦିନ ମଧ୍ୟରେ ତୁର୍କୀଠାରୁ ୧ ବିଲିୟନ ଡଲାର ଦାବି କରିଛନ୍ତି । ଏହା ସହ ସବୁଠାରୁ ସୁନ୍ଦରୀ ମହିଳାଙ୍କୁ ବିବାହ କରିବାକୁ କହିଛନ୍ତି । ସର୍ତ୍ତାବଳୀ ପୂରଣ ନ ହେଲେ ସେ…

ଗ୍ୟାସ ଏବଂ ତୈଳ ସଙ୍କଟ ସମୟରେ ଭାରତକୁ ସାହାଯ୍ୟ କରିଥିବା ଏହି ଦେଶ ଉପରେ ବିପଦ: ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯୋଗାଣ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଭାରତ ମଧ୍ୟ ପ୍ରଭାବିତ ହୋଇଥିଲା, ଯାହା ଫଳରେ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହି ସଙ୍କଟ ସମୟରେ, ଦକ୍ଷିଣ ଆଫ୍ରିକୀୟ ଦେଶ ଆଙ୍ଗୋଲା ତେଲ ରପ୍ତାନି କରି ଭାରତକୁ ସହାୟତା କରିଛି। ୨୦୨୬ ରେ ଭାରତର ତୈଳ…

ସପ୍ତାହେ ଯାଏ କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି

ଭୁବନେଶ୍ୱର: ରାଜ୍ୟରେ ଏବେ ଠାରୁ ପ୍ରଚଣ୍ଡ ଖରା ଯୋଗୁ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ମଧ୍ୟ ଭୀଷଣ ଗରମ ଆଉ ଗୁଳୁଗୁଳି ଅସହ୍ୟ ହେବ । ଆସନ୍ତା ୧୭ ତାରିଖ ଶୁକ୍ରବାର ଯାଏଁ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ,…