ବର୍ଡର ଗାଭାସ୍କର ଟ୍ରଫି: ତୃତୀୟ ଟେଷ୍ଟ ଖେଳିବେ ନାହିଁ ପାଟ୍ କମିନ୍ସ, ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଷ୍ଟିଭ୍ ସ୍ମିଥ୍
ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ପୂର୍ବରୁ ୱାର୍ଣ୍ଣର ଆହତ ହୋଇ ସିରିଜ୍ରୁ ବାଦ ପଡ଼ିଥିବା ବେଳେ ଦ୍ୱିତୀୟ ଟେଷ୍ଟ ହାରିବା ପରେ ଘରକୁ ଫେରିଯାଇଥିଲେ ଅଧିନାୟକ ପାଟ୍ କମିସନ୍ସ। ଏବେ ସେ ତୃତୀୟ ଟେଷ୍ଟ ବି…