Latest Odisha News

BREAKING NEWS

ବଜେଟ ବାବଦରେ ଲୋକଙ୍କୁ ବୁଝାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗାଁକୁ ଯାଇ ଲୋକଙ୍କୁ ବଜେଟର ବ୍ୟବସ୍ଥା ବାବଦରେ ବୁଝାଇବାକୁ । ବଜେଟ ଉପସ୍ଥାପନ ପରେ ନବୀନ ନିବାସରେ ସମସ୍ତ ବିଜେଡି ବିଧାୟକ, ସାଂସଦ ଓ ଦଳୀୟ ନେତା ଏକାଠି ହୋଇଥିଲେ। ବଜେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ନେତା ଧନ୍ୟବାଦ…

ବଜେଟରେ ମାଗଣା ଯୋଜନାରେ ବଣ୍ଟାବଣ୍ଟି କରି ଭୋଟ୍ ହାତେଇବା ଉଦ୍ଦେଶ୍ୟ କହିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏଥିରେ ସର୍ବାଧିକ ୩୮ ହଜାର ୪୩୭ କୋଟି ଟଙ୍କା ଅନୁସୂଚିତ ଜାତି ଓ ଜନଜାତି…

ଇଂଲଣ୍ଡକୁ ହରାଇ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ମହିଳା ଟି -୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଟାଇଟଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହିତ…

ବଜେଟରେ ମିଶନ ଶକ୍ତିକୁ ଫୋକସ, ବିନା ସୁଧରେ ସ୍କୁଟର ଋଣ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ନିର୍ବାଚନୀ ବଜେଟରେ ସରକାର ମିଶନ ଶକ୍ତି ଉପରେ ଫୋକସ କରିଛନ୍ତି । ଏବେ ରାଜ୍ୟରେ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ଯେଉଁଥିରେ ୭୦ ଲକ୍ଷରୁ ଅଧିକ ମହିଳା ବିଭିନ୍ନ ମାଧ୍ୟମରେ ଆୟ କରି ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ସରକାର ଏସଏଚଜି ଗୁଡ଼ିକୁ କ୍ଷୁଦ୍ର ଓ…

ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ କ’ଣ ମିଳିଲା ?

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି ।…

ବିଲେଇ ଓ ମଣିଷର ନିଆରା ବନ୍ଧୁତ୍ୱ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହାକି ବେଶ୍ ହୃଦୟସ୍ପର୍ଶୀ । ତେବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ବିଲେଇ ଓ ମଣିଷକୁ ଭିତରେ ଥିବା ନିବିଡତାକୁ ଦର୍ଶାଇଛି । ये किस तरह की मौत है? इतना…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଜଣେ ଗିରଫ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଚାକିରି କରୁଥିଲେ, ପାକିସ୍ତାନକୁ ଦେଉଥିଲେ ଗୁପ୍ତ ତଥ୍ୟ । ଆଇଟିଆରରେ କାର୍ଯ୍ୟରତ ଜଣେ ବରିଷ୍ଠ ଟେକ୍ନିକାଲ୍ ଅଫିସରଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ହନି ଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ । ଅଶ୍ଳୀଳ ଭିଡିଓ ଦେଇ…

ଆଦିବାସୀ ମେଳା ୨୦୨୩ର ଚତୁର୍ଥ ଦିବସ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚାଲିଥିବା ଆଦିବାସୀ ମେଳାର ଚତୁର୍ଥ ଦିବସରେ ପରମ୍ପରା ସହିତ ପ୍ରଗତିର ଝଲକ ଦେଖିବାକୁ ମିଳୁଛି । ବଣପାହାଡ଼ ଘେରା ଆଦିବାସୀ ଅଞ୍ଚଳରେ ରହିଥିବା ଗ୍ରାମଗୁଡ଼ିକରେ ଥିବା ପ୍ରାଚୀନ ଜନଜାତି ଦୁନିଆର ୧୦ଟି ପ୍ରାଚୀନ…

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା, ୯୦ଟି ପଞ୍ଚାୟତରେ କରିବେ ସଚେତନ 

ନୂଆପଡା : ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା । ଆଜକୁ ୨୭ ଦିନ ହେବ ସାମାଜିକ, ରାଜନୈତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଗରିବ ସେନା ସଂଗଠନ ପକ୍ଷରୁ ସ୍ୱାଭିମାନ ପଦଯାତ୍ରା ଚାଲିଛି । ଗତ ଜାନୁଆରୀ ୨୯ ତାରିଖ ଦିନରୁ ଗରିବ ସେନା ସଭାପତି ରବି…

ଜାତୀୟ ମଞ୍ଚରେ ଚମକିଛନ୍ତି ଓଡ଼ିଆ ବୋହୂ, ଗୃହିଣୀରୁ ହେଲେ ବଡି ବିଲଡର

ପୁରୀ: ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଏ ତାହା କେହି ବି ଜାଣି ନଥାନ୍ତି । ଏମିତି ଏକ ନିଆରା କାହାଣୀ ହେଉଛି ଶ୍ରୀକ୍ଷେତ୍ର ଝିଅ ଓ ସେଇ ଶ୍ରୀକ୍ଷେତ୍ରର ବୋହୁ ମଧୁସ୍ମିତା ରଥଙ୍କର । ଦିନେ ମା’ ହେବା ପରେ ମୋଟା ହେଇଯିବା ତାଙ୍କ ପାଇଁ ଅସହଜ ହୋଇଥିଲା । ପରେ ବଡି ବିଲ୍‌ଡ଼ର…