ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାନସଭାରୁ ନିଲମ୍ବିତ ହେବାରୁ ରକ୍ଷା କଲେ ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସୋମବାର ନିଲମ୍ବନ ହେବାରୁ ରକ୍ଷା କରିଛନ୍ତି। ମମତା ବାନାର୍ଜୀ ବିଧାନସଭା ବାଚସ୍ପତି ବିମନ୍ ବାନାର୍ଜୀଙ୍କ ନିକଟରେ କ୍ଷମା ମାଗିବା ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ନିଲମ୍ବିତ…