Latest Odisha News

BREAKING NEWS

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ସାମିଲ ହେଲେ ଆୟାର

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ପୂର୍ବରୁ ମିଡିଲ ଅର୍ଡର ବ୍ୟାଟ୍ସ୍ୟାନ ଶ୍ରେୟାଶ ଆୟାର ଭାରତୀୟ ଦଳ ସହିତ ଯୋଗ ଦେଇଛନ୍ତି । ପିଠି ସମସ୍ୟାରୁ ମୁକୁଳିବା ସହ ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ମେଡିକାଲ ଟିମ ମଧ୍ୟ ତାଙ୍କୁ…

ଗିନିରେ ମାତିଛି ମାରବର୍ଗ ଭୂତାଣୁ, ୯ ମୃତ୍ୟୁ

ନୂଆଦିଲ୍ଲୀ: ଆଫ୍ରିକାର ଇକ୍ୱେଟୋରିଆଲ ଗିନିରେ ଇବୋଲା ଭଳି ମାରାତ୍ମକ ଭାଇରସ ବ୍ୟାପିବାରେ ଲାଗିଛି । ମାରବର୍ଗ ନାମକ ଏହି ଭୂତାଣୁ ଏ ପର୍ଯ୍ୟନ୍ତ ୯ଜଣଙ୍କ ଜୀବନ ନେଇ ସାରିଲାଣି । ଏହା ଦ୍ରୁତ ବେଗରେ ବ୍ୟାପୁଥିବାରୁ ବର୍ତମାନ ସମ୍ପୃକ୍ତ ଅଂଚଳରେ ଲକଡାଉନ ଲଗାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଅଭିନେତ୍ରୀ ନିଧିଙ୍କୁ ପତ୍ନୀ ବୋଲି କହିବା ପରେ ପୋଷ୍ଟ ଡିଲିଟ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଇଣ୍ଡିଆନ କ୍ରିକେଟର ପୃଥ୍ୱୀ ଶ’ ସିଆଇଡି ଅଭିନେତ୍ରୀ ନିଧି ତପାଡିଆଙ୍କୁ ଇନଷ୍ଟାଗ୍ରାମରେ ପତ୍ନୀ ବୋଲି ସମ୍ବୋନ୍ଧନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଅବଶ୍ୟ ପୋଷ୍ଟ କରିବା କିଛି ସମୟ ପରେ ସେ ଏହାକୁ ଡିିଲିଟ କରି ଦେଇଥିଲେ । ତେବେ ଅଳ୍ପ ସମୟ ମଧ୍ୟରେ ପ୍ରଶଂସକମାନେ ଏହାର…

ବିଜେପି ପାଇଁ ଆମ କବାଟ ବନ୍ଦ: ଆରଏଲଡି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ମେଂଟ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କହିଛନ୍ତି । ଏବେ ବିଜେପି ପାଇଁ ଆମ କବାଟ ବନ୍ଦ ହୋଇଯାଇଛି । ଯେତେଦୂର ସମ୍ଭବ ଆଉ ଆମେ ଏକାଠି ହେବୁ ନାହିଁ ବୋଲି ଚୌଧୁରୀ କହିଛନ୍ତି…

ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକୃତା

ଭୁବନେଶ୍ବର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ, ଦର୍ଶନ ସ୍ନାତକୋତ୍ତର ବିଭାଗ ତଥା ଉତ୍କଲ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବାଣୀବିହାର ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକୃତା  ଅନୁଷ୍ଠିତ ହୋଇଯାଇଛି। କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ…

କବିତା : ଆସ ପ୍ରେମର ପୃଥିବୀଟିଏ ଗଢିବା

ପଦ୍ମଜା ଶରଣ  ଏଠି ପ୍ରଜାପତି ନାହିଁ ନଥାଉ ଏଠି ଫୁଲ ନାହିଁ ନଥାଉ ନଥାଉ ମହୁ,ମହକ,ମହଲତ ନଥାଉ ରଂଗ,ରସ, ରାହାସ କିଛି ନଥାଉ ନଥାଉ ପ୍ରେମ, ପରାଗ,ପରମ ନଥାଉ କିଛି ସବୁ ସରିଗଲା ପରେ ପ୍ରଳୟଙ୍କରୀ ପ୍ରଳୟ ତିନି ଭାଗ ସମୁଦ୍ର ମାଡିଆସୁ ଲୁଚେଇ ଦେଉ ମାଟି କେହି ଜଣେ ଭାସୁଥିବା…

ସହରାଞ୍ଚଳରେ ମାଗଣା ଶୌଚାଳୟ ସେବା ପାଇଁ ଘୋଷଣା କଲେ ସରକାର

ଭୁବନେଶ୍ୱର: ସହରାଞ୍ଚଳରେ ସାର୍ବଜନୀନ ଶୌଚାଳୟ ବ୍ୟବହାର କଲେ ଏଣିକି ଟଙ୍କାଟିଏ ଦେବାକୁ ପଡ଼ିବ ନାହଁ। ସାରା ରାଜ୍ୟରେ ମାଗଣା ସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ମହାନଗର ନିଗମର କମିଶନର ଓ ପୌରପାଳିକା ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି…

ରବି ନନ୍ଦ ଅସୁସ୍ଥ ହୋଇ ବିଶାଖପାଟନମର ଏକ ହସ୍ପିଟାଲରେ ଭର୍ତ୍ତି

କୋରାପୁଟ: ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଏକ ଭୋଜିରେ ଯୋଗଦେବା ପରେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ପୂର୍ବତନ ନନ୍ଦ…

ଲୋକସଭାରେ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କଲେ ବରଗଡ ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ। ଏହି ଘଟଣାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବାବଦରେ କହିବା ସହିତ କିଭଳି କେନ୍ଦ୍ରର ସହଯୋଗ ଲୋଡୁଛି ତଦନ୍ତକାରୀ ସଂସ୍ଥା କହିଥିଲେ…

ଶାହାରୁଖଙ୍କ ଯବାନରେ ଅଲ୍ଲୁଅର୍ଜନଙ୍କ ଏଂଟ୍ରି

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ସମସ୍ତଙ୍କ ନଜର ରହିଛି । ସାଉଥ ଫିଲ୍ମମେକର ଏଟଲୀ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଯବାନରେ ନୟନତାରା ଓ ବିଜୟ ସେତୁପତିଙ୍କ ପରି ପ୍ରତିଷ୍ଠିତ ସାଉଥ କଳାକାର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ…