Latest Odisha News

BREAKING NEWS

ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଘୋଷିତ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ଫାଇନାଲ ପରେ ଆଇସିସି ଏହାର ଶ୍ରେଷ୍ଠ ଏକାଦଶ ଟିମ ଚୟନ କରିଛି । ଆର୍ଡେନ ମାର୍କରାମଙ୍କ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ଭାରତର ୪ଜଣ ଖେଳାଳି ଏହି ଦଳରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ସଞ୍ଜୁ ସାମସନ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ…

ବଡ଼ ପରଦାରେ ‘ମଧୁବାଲା’: ଏହି ଅଭିନେତ୍ରୀ ପାଲଟିବେ ‘ହୁସନ୍ କି ମଲ୍ଲିକା’

ମୁମ୍ବାଇ: ହିନ୍ଦୀ ସିନେମାର ସବୁଠାରୁ ସୁନ୍ଦରୀ ଏବଂ ଚର୍ଚ୍ଚିତ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀକୁ ନେଇ ଦୀର୍ଘ ଦିନରୁ ଚାଲିଥିବା କଳ୍ପନାଜଳ୍ପନାର ଏବେ ଅନ୍ତ ଘଟିଛି। ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ବାୟୋପିକ୍‌ରେ ମଧୁବାଲାଙ୍କ ଭୂମିକାରେ କିଏ ନଜର ଆସିବେ, ତାକୁ ନେଇ ଏକ ବଡ଼ ଖବର…

ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ, ତେଲ ରୋକିଲେ ନିଆଁ ବର୍ଷିବ

ୱାଶିଂଟନ: ସାରା ବିଶ୍ୱ ଏବେ ଏକ ବଡ଼ ଧରଣର ଯୁଦ୍ଧ ଆଶଙ୍କାରେ ଥରୁଛି । ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍' କୁ ନେଇ ଆରମ୍ଭ ହୋଇଛି ମହାସମରର ପଦଧ୍ୱନି। ଇରାନର ଧମକ ପରେ ଆମେରିକା…

ପାକିସ୍ତାନରେ ହାହାକାର: ତେଲ ସରିଲା, ସ୍କୁଲ ବନ୍ଦ !

ନୂଆଦିଲ୍ଲୀ: ମିଡିଲ୍ ଇଷ୍ଟରେ ଜାରି ରହିଥିବା ଯୁଦ୍ଧ ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ରେ ଦେଖାଦେଇଥିବା ଉତ୍ତେଜନା ଏବେ ପାକିସ୍ତାନକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଶହେ ଡଲାର ଟପିବା ପରେ ପାକିସ୍ତାନରେ ଇନ୍ଧନ ସଙ୍କଟ ଚରମ ସୀମାରେ…

ସଞ୍ଜୁ ସାମସନ ହୋଇପାରନ୍ତି ଟିମ ଇଣ୍ଡିଆର ପରବର୍ତୀ ଟି୨୦ ଅଧିନାୟକ

ଅହମ୍ମଦାବାଦ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପୂନର୍ବାର ଟି୨୦ ଚାମ୍ପିୟନ ହୋଇଛି । ତେବେ ଚାପଭରା ପରିସ୍ଥିତିରେ ଭାରତର ଅନେକ ବ୍ୟାଟ୍ସମ୍ୟାନ ଫେଲ ମାରିଥିବା ବେଳେ ଚମକିଥିଲେ ସଞ୍ଜୁ ସାମସନ । ଫାଇନାଲରେ ତାଙ୍କ ଇନିଂସକୁ ଭୂୟସୀ ପ୍ରଶଂସା କରାଯାଉଛି । ସୂର୍ଯ୍ୟକୁମାରଙ୍କ ଦଳକୁ…

New Amrit Bharat Train In Odisha: ଓଡିଶା ପାଇଁ ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଧନ୍ୟବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ଵର: ଓଡ଼ିଶା ପାଇଁ ବଡ଼ ଖୁସି ଖବର ଆସିଛି। ରେଳ ସଂଯୋଗୀକରଣ ନେଇ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୋତ୍ତନୁର (କୋଏମ୍ବାଟୁର୍) ଠାରୁ ଧାନବାଦ୍‌କୁ ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର। ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଟ୍ରେନ୍। ଓଡିଶାରେ ରେଳ…

Naveen Patnaik on Middle East Situations: ‘ଓଡ଼ିଆଙ୍କୁ ଫେରେଇ ଆଣନ୍ତୁ…’, ମଧ୍ୟପ୍ରାଚ୍ୟ…

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ମୋହନ ସରକାରଙ୍କୁ ଅନୁରୋଧ କଲେ ନବୀନ। କହିଲେ ଓଡ଼ିଆଙ୍କୁ ଫେରେଇ ଆଣ। ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଥିବ ବେଳେ ଏହା ଅଧିକ ତୀବ୍ର ହେବାରେ ଲାଗିଛି। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଥିବା ବେଳେ, ଅଧିକ…

+୨ ପିଲାଙ୍କ ଇମ୍ପ୍ରୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ, ଗୋଟିଏ ବିଷୟରେ ଉନ୍ନତି ପାଇଁ ପରୀକ୍ଷା ସୁଯୋଗ

ଭୁବନେଶ୍ୱର: +୨ ପିଲାଙ୍କ ଇମ୍ପ୍ର‌ୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ। ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କୁ ମାର୍କରେ ଉନ୍ନତି ପାଇଁ ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍‌ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ…

ଇରାନ ଆକ୍ରମଣକୁ ପ୍ରଶଂସା: ୫ ପାକିସ୍ତାନୀ, ଜଣେ ବାଂଲାଦେଶୀ ଗିରଫ

ନୂଆଦିଲ୍ଲୀ: ଇରାନ ଆକ୍ରମଣର ଭିଡିଓ ପ୍ରସ୍ତୁତ ଏବଂ ପ୍ରଶଂସା କରି ଫସିଲେ ପାକିସ୍ତାନ, ବାଂଲାଦେଶ ନାଗରିକ। ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣକୁ ପ୍ରଶଂସା କରିବା ପାଇଁ ବାହାରିନର ଗୃହ ମନ୍ତ୍ରଣାଳୟ ପାଞ୍ଚ ଜଣ ପାକିସ୍ତାନୀ ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ବାହାରିନ…

Prize Money For Team India: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଘୋଷଣା, କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ: ୨୦୨୬ T20 ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ଟାଇଟଲ୍ ବିଜୟ ପରେ, ବିସିସିଆଇ ଦଳକୁ ଏକ ବଡ଼ ପୁରସ୍କାରରେ ସମ୍ମାନିତ କରିଛି। ବୋର୍ଡ ଟିମ୍ ଇଣ୍ଡିଆ ପାଇଁ ନଗଦ ପୁରସ୍କାର ରାଶି ଘୋଷଣା କରିଛି। ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬…