Latest Odisha News

BREAKING NEWS

ଡେଡ୍ ସ୍କିନ ହଟାଇବା ପାଇଁ ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧୂଳି ଏବଂ ପ୍ରଦୂଷଣ ହେତୁ ତ୍ୱଚାରେ ଟ୍ୟାନ୍ କିମ୍ବା ମଇଳା ଜମା ହୋଇଯାଏ। ଏପରି କ୍ଷେତ୍ରରେ ତ୍ୱଚାର ଚମକ ହଜିଯାଏ ଏବଂ ତ୍ୱଚା ମଳିନ ପଡିଯାଏ। ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବା ପାଇଁ ଆପଣ ଏକ ଘରେ ତିଆରି ସ୍କ୍ରବ୍ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା…

କାଳୀପୂଜା ପାଇଁ ଯାଜପୁର ଚଳଚଞ୍ଚଳ

ଯାଜପୁର: ଆଜି ଅଲୋକ ର ପର୍ଵ ଦୀପାବଳି। ଆଜି ଠାରୁ ଯାଜପୁରରେ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ସହରର ୪୫ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ। ଆଜି ବିଳମ୍ବିତ ରାତ୍ରିରେ ମାଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବ। କୋଭିଡ କଟକଣା ର ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍…

ଝୁଲନ୍ତା ଅବସ୍ଥାରେ ମିଳିଲା ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ

ପୁରୀ : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ସୁମିତ୍ରା ପଣ୍ଡାଙ୍କ ମୃତ ଦେହ ଉଦ୍ଧାର  । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା  ଅବସ୍ଥାରେ ଉଦ୍ଧାର ହୋଇଛି। କଲେଜ ପରିସରରେ ଥିବା ସୁକନ୍ୟା ଛାତ୍ରୀନିବାସ ୧୨ ନମ୍ବର ରୁମ୍ ରେ ଛାତ୍ରୀଙ୍କ ମୃତ ଦେହ ମିଳିଛି…

ବେଦମାତା ବେଶରେ ମାଁ ଭଦ୍ରକାଳୀ

ଭଦ୍ରକ : ଆଜି ହେଉଛି ପବିତ୍ର କାଳୀପୂଜା । ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ଆଜି ପ୍ରଥମ ଦିନରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତ ୨ ବର୍ଷ ପରେ ଚଳିତ…

ଉର୍ବଶୀ ପିନ୍ଧିଲେ ରିଷଭ ପନ୍ତଙ୍କ ଚେନ୍, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ବିଶେଷକରି କ୍ରିକେଟର ରିଷଭ ପନ୍ତଙ୍କ ଯୋଗୁଁ ଏହି ଅଭିନେତ୍ରୀ ସର୍ବାଧିକ ଚର୍ଚ୍ଚାରେ ଅଛନ୍ତି। ରିଷଭ ପନ୍ତ ବର୍ତ୍ତମାନ ଟି-20 ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି। ଆଉ ଉର୍ବଶୀ…

‘ଦୃଶ୍ୟମ ୨’ ପାଇଁ ଚାଲିଛି ପ୍ରି ବୁକିଂ ଟିକେଟ, ମିଳୁଛି ୨୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଆଜିକାଲି ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରିବା ପାଇଁ ବଲିଉଡ ଅନେକ ପ୍ରକାରର ଅଫର ଦେଉଛି। ବେଳେବେଳେ ଟିକେଟ୍ ହାର ୭୫ ଟଙ୍କାକୁ ହ୍ରାସ କରାଯାଉଛି ଏବଂ ବେଳେବେଳେ ଏକ ନିର୍ଦ୍ଦିଷ୍ଟ ଦିନରେ ରିହାତି ଦିଆଯାଉଛି। ବର୍ତ୍ତମାନ ନିର୍ମାତାମାନେ ଅଜୟ ଦେବଗାନଙ୍କ ଫିଲ୍ମ ବିଷୟରେ…

ସାମନାରେ ଦାବୀ: ସିନ୍ଦେ ଗୋଷ୍ଠିର ବିଧାୟକ ଯୋଗଦେବେ ବିଜେପିରେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପୁନର୍ବାର ସରଗରମ ହୋଇ ଉଠିଛି । ସାମନାରେ ଶିବସେନାର ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ୨୨ ବିଧାୟକ ଖୁବ ଶୀଘ୍ର ବିଜେପିରେ ସାମିଲ ହେବେ । ଦେବେନ୍ଦ୍ର ଫଡନାଭିସ ଏବଂ ବିଜେପି ଏହି ଉଦ୍ୟମ ଜାରୀ…

ପାର୍ବଣରେ ମଳିନ ପଡିଯାଉଛି କି ତ୍ୱଚା ? ବ୍ୟବହାର କରନ୍ତୁ ଏହି ଫେସ୍ ପ୍ୟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚାଲିଛି ପାର୍ବଣ ଋତୁ। ଏହି ପାର୍ବଣରେ ସମସ୍ତେ ସଜବାଜ ହୋଇ ଉତ୍ସବ ପାଳନ୍ତି। କିନ୍ତୁ ଏହି ସମୟରେ ଯଦି ଆପଣଙ୍କ ତ୍ୱଚା ମଳିନ ପଡିଯାଏ ତେବେ ଆପଣଙ୍କୁ ଖରାପ ଲାଗେ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଆଲୋଭେରା ଫେସ୍ ପ୍ୟାକ୍ ବ୍ୟବାହର କରିପାରିବେ। ଆଲୋଭେରାରେ…

ଅକ୍ଟୋବରରେ ଏକ୍ସପ୍ଲୋର କରନ୍ତୁ ୟୁପିର ଏହି ସବୁ ସ୍ଥାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରପ୍ରଦେଶ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହାର ଐତିହାସିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଯଦି ଆପଣ ମଧ୍ୟ ଆପଣଙ୍କର ବନ୍ଧୁ ଏବଂ ପରିବାର ସହିତ ଉତ୍ତରପ୍ରଦେଶକୁ ଏକ୍ସପ୍ଲୋର କରିବାକୁ ଯୋଜନା କରୁଛନ୍ତି, ତେବେ ଅକ୍ଟୋବର ମାସ…

ବେରୋଜଗାରକୁ ନେଇ ଟ୍ରୋଲର ଶିକାର ହେଲେ ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ହୁଏତ ଫିଲ୍ମରେ ସକ୍ରିୟ ନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ ଥାନ୍ତି। ଆଜିକାଲି ଅଭିଷେକ ବଚ୍ଚନ ମଦ୍ୟ ଲୋକମାନଙ୍କ ଦ୍ୱାରା ଟ୍ରୋଲ ହେଉଛନ୍ତି। ସେଲିବ୍ରିଟିମାନେ ସେମାନେ ସୋସିଆଲ ମିଡିଆରେ ଯେ କୌଣସି ପୋଷ୍ଟ କରନ୍ତୁ ତାକୁ ନେଇ…