ଫଟା କେଶରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ସହଜ ଉପାୟ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୀତଦିନେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଗରମ ପାଣି ବ୍ୟବହାର କରିବା ଦ୍ୱାରା କେଶର ଶୁଷ୍କତା ବଢିଯାଏ ଏବଂ ଦୁର୍ବଳ ହୋଇଯାଇ ଝଡି ଯାଇଥାଏ। ଏହାସହ ଏହି ଋତୁରେ ରୁପି ସମସ୍ୟା ମଧ୍ୟ ଦେଖାଯାଇଥାଏ। କେଶର ଏହି ସବୁ ସମସ୍ୟାର…