Latest Odisha News

BREAKING NEWS

ଚୋରା ମଦକୁ ବିରୋଧ କରି ତାତିଲେ ଶତାଧିକ ମହିଳା

ଯାଜପୁର: ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଆଉଁରୀ ପଞ୍ଚାୟତ ଢ଼ିହକୁଳା ଅଞ୍ଚଳରେ। ଢିହକୁଳା ଗ୍ରାମରେ ବିଜୟ ମଳିକଙ୍କ ପୁଅ ସଞ୍ଜୟ ମଳିକ ଦୀର୍ଘ ଦିନ ହେବ ଚୋରା ମଦ କାରବାର କରୁ ଆସୁଥିଲା। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି…

କୁନୁରର ଡଲଫିନ୍ ନୋଜ୍ ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଏପରି ଅନେକ ପର୍ଯ୍ୟଟନସ୍ଥଳ ଅଛି, ଯେଉଁଠାର ସୁନ୍ଦର ଦୃଶ୍ୟ ମନରେ ଚିରସ୍ମରଣୀୟ ହୋଇ ରହିଯାଏ। ଆଜି ଆମେ ଆଲୋଚନା କରିବା କୁନୁର ହିଲ୍ ଷ୍ଟେସନ ସମ୍ପର୍କରେ। ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରେ। କୁନୁର ତାମିଲନାଡୁରେ ଅବସ୍ଥିତ। କୁନୁର…

ଚୀନର ମାନୁଫାକଚରିଂ ମଡେଲକୁ ଅନ୍ଧ ଭଳି ଅନୁସରଣ ନକରୁ ଭାରତ: ରାଜନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅର୍ଥନୀତି ସମ୍ବନ୍ଧରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏକ ବଡ଼ ପରାମର୍ଶ ଦେଇଛନ୍ତି। ରଘୁରାମ ରାଜନ କହିଛନ୍ତି ଯେ ଭାରତକୁ ସେବା ରପ୍ତାନି ଭିତ୍ତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ଭାରତ ଚାଇନାର ଉତ୍ପାଦନ ଲିଡ୍…

ମନ୍ଦିରରେ ମୁସଲମାନଙ୍କ ହନୁମାନ ଚାଳିଶା, ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଚତୁଃପାର୍ଶ୍ୱ

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଏବଂ ହିନ୍ଦୁମାନେ ଏକତ୍ର ହୋଇ ପଢୁଛନ୍ତି ହନୁମାନ ଚାଳିଶା। ସାଙ୍ଗରେ ଜୟ ଶ୍ରୀରାମ ଧ୍ୱନୀ ମଧ୍ୟ ଦେଉଛନ୍ତି। ଶନିବାର ଏହାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାଟି ଏବେ…

ଅନୁଭବଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ, ସାଇବର ଥାନାରେ ଏତଲା

ଭୁବନେଶ୍ୱର: ସାଇବର ଅପରାଧୀଙ୍କ ଜାଲରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଏଥର ଅନୁଭବଙ୍କ ନାଁରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁଇଟି ନକଲି ଆକାଉଣ୍ଟ ଖୋଲାଯାଇଛି। ଗତ କିଛି ଦିନ ହେବ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଅନୁଭବଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲାଯାଇ ଅପବ୍ୟବହାର କରାଯାଉଛି। ଏହି…

ଆପଣ ଜାଣିଛନ୍ତି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଫିଲ୍ମରେ ଅଭିନୟ କରିଛନ୍ତି ?

ଭୁବନେଶ୍ୱର: ନବୀନ ପଟ୍ଟନାୟକ, ଓଡ଼ିଶା ନୁହେଁ ସାରା ଦେଶରେ ପରିଚିତ ଏହି ନାମ। ଲମ୍ବା ଅଭିଭାଷଣ ଦେଇ ଜାଣିପାରିନଥିବା ଏହି ନେତା ଅଧିକାଂଶ ସମୟ ନିରବ ରୁହନ୍ତି। ରାଜନୀତିରେ ପାଦ ଥାପିବା ପୂର୍ବରୁ ଜଣେ ଲେଖକ ଭାବେ ପରିଚିତ ଥିବା ଏହି ବ୍ୟକ୍ତି ଜଣଙ୍କ ଅକ୍ଚୋବର ୧୬ରେ ୭୭ ବର୍ଷରେ ପଦାର୍ପଣ…

ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗ ଦେବେ ନବୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଞ୍ଜାରା ହିଲ୍‌ସର ହୋଟେଲ୍‌ ତାଜ୍ କ୍ରିଷ୍ଣାରେ ଶିଳ୍ପ ସଂଘ ଫିକି ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ସମ୍ମିଳନୀ। ଏହାସହ ଏଠାରେ ରୋଡ ଶୋ…

ଋଷ ସେନା କ୍ୟାମ୍ପରେ ଗୁଳି ବିନିମୟ: ୧୧ ମୃତ, ୧୫ ଆହତ

ମେକ୍ସିକୋ: ଋଷର ବେଲଗୋରୋଦ ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପରେ ଗୁଳି ବିନିମୟରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେପଟେ ପାଲଟା ଜବାବରେ ଦୁଇ ଆକ୍ରମଣକାରୀ ନିହତ। ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ ପୂର୍ବତନ ସୋଭିଏତ୍ ରାଜ୍ୟରୁ…

ସରଗୋସୀ ବିବାଦ: ୬ ବର୍ଷ ତଳୁ ବିବାହ କରିଥିଲେ ନୟନତାରା-ବିଘ୍ନେଶ

ମାଡ୍ରାସ: ଦକ୍ଷିଣ ଭାରତ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ ସରୋଗସୀ ମାଧ୍ୟମରେ ଯମଜ ସନ୍ତାନଙ୍କ ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ବିବାହର ୪ ମାସ ମଧ୍ୟରେ ଏହି ସନ୍ତାନ ହୋଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀ…

ଟି୨୦ ବିଶ୍ୱକପ: ଭାଷ୍ୟକାର ତାଲିକାର ୩ ଭାରତୀୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୨୦ ଏଲିଟ ଭାଷ୍ୟକାରଙ୍କ ନାମ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ଭାରତର ୩ଜଣଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ହର୍ଷ ଭୋଗଲେ । ଏମାନଙ୍କ ବ୍ୟତୀତ ଇଆନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ ଷ୍ଟେଇନ…