Latest Odisha News

BREAKING NEWS

ନବମ ଏବଂ ଦଶମ ଶ୍ରେଣୀ ପିଲା ପଢ଼ିବେ ନୂଆ ବିଷୟ

କଟକ: ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ । ଆସ୍ପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ବିଷୟ ପାଠ୍ୟକ୍ରମ ଯୋଡ଼ାଯିବ । ଏନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ । ଆସନ୍ତା…

ଟି୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ, ଏଥର ହାରିଲା ୨ ଥର ଚାମ୍ପିୟନ ଟିମ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ୨ୟ ଦିବସରେ ମଧ୍ୟ ବଡ ବିପର୍ଯ୍ୟୟ ଘଟିଛି । ସ୍କଟଲାଣ୍ଡ ୨ଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ୪୨ ରନରେ ହରାଇ ଦେଇଛି । ଏହା ପୂର୍ବରୁ ଶ୍ରୀଲଙ୍କାକୁ ନାମ୍ବିଆ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ଜର୍ଜ ମନଞ୍ଜିଙ୍କ ୬୬ ରନ ସହାୟତାରେ ୨୦…

କ୍ରିକେଟର ନୂଆ ଟ୍ରେଣ୍ଡ, ଛାତ ଉପରେ ରଙ୍ଗୀନ ଆଲୋକ ସହ ଖେଳା ଯାଉଛି ମ୍ୟାଚ୍

କଟକ: ରଙ୍ଗୀନ ଆଲୋକ ସାଙ୍ଗକୁ ଶୀତୁଆ ସନ୍ଧ୍ୟା ଆଉ ଛାତ ଉପର । ଆପଣ ଭାବୁଥିବେ କୌଣସି ପାର୍ଟି ବୋଧେ । ନା ଆଜ୍ଞା… କ୍ରିକେଟକୁ ନେଇ ୟେ ହେଉଛି କଟକିଆଙ୍କ ନୂଆ ଅନ୍ଦାଜ । ଗଲି କ୍ରିକେଟ୍ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । ସନ୍ଧ୍ୟାବେଳେ ଛାତ ଉପରେ ଚାଲିଛି କ୍ରିକେଟ୍…

ମିଛ ଖବର ଓ ବଟି ମାଗିବା ଅଭିଯୋଗରେ ବନ୍ଧାହେଲେ ୨ ୱେବ୍ ସାମ୍ବାଦିକ

ଭୁବନେଶ୍ୱର: ରାଜଧାନୀରେ ପୋଲିସ ୨ ଜଣ ୱେବ୍ ସାମ୍ବାଦିକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ୨ ସାମ୍ବାଦିକ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସକୁ ବ୍ଲାକମେଲିଂ କରିବା ସହ ଚାନ୍ଦା ମାଗିଥିଲେ । ହୋଟେଲ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି । ସୂଚନା…

ସାମ୍ବାଦିକ ସମ୍ମିଳନୀ କରି ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ଯାଜପୁର: ସରପଞ୍ଚଙ୍କ ପରିବାର ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ଗ୍ରାମବାସୀ । ଯାଜପୁର ବିଞ୍ଝାରପୁର ବ୍ଲକ ଗୁହାଳି ପଞ୍ଚାୟତର ସରପଞ୍ଚ ଦିବ୍ୟଜ୍ୟୋତି ଘଡାଇ ଓ ତାଙ୍କ ପରିବାର ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ। ସରପଞ୍ଚଙ୍କ ଶ୍ଵଶୂର, ସ୍ଵାମୀ ଓ ଦିଅର…

ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ନୂଆପଡା : ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆଣିଲେ ରଜନା ପଂଚାୟତ ବାସୀ । ୮୮୬ ହିତାଧିକାରୀଙ୍କ ଚାଉଳ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ପଂଚାୟତ ଚାରି ଗୋଟି ଗାଁକୁ ନେଇ ଗଠିତ । ଏହି ପଂଚାୟତର ଅଧିବାସୀ ତିଖାଲି ଡ୍ୟାମ ନିର୍ମାଣରେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ଜଣେ ଗୁରୁତର

ସୁବର୍ଣ୍ଣପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ରବିବାର ରାତିରେ ଘଟିଛି ଏପରି ଅଘଟଣ। ସୂଚନା ଅନୁସାରେ ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ର ଗାଁରେ ଥିବାବେଳେ ବାଘରତୈଲାର ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି…

ଦର୍ଶକଙ୍କ ମନକୁ ଛୁଇଁଛି ଚଳଚ୍ଚିତ୍ର ‘ଡକ୍ଟର ଜୀ’, ୩ ଦିନରେ ୧୫ କୋଟି ଟଙ୍କା କଲେକ୍ସନ

ମୁମ୍ବାଇ: ସ୍ୱଳ୍ପ ବଜେଟ୍ ଚଳଚ୍ଚିତ୍ରରେ ଅଭିନୟ କରି ହିଟ୍ ହେଉଥିବା ଅଭିନେତା ଆୟୁଷ୍ମାନ ଖୁରାନା ଏବେ ପୁଣି କମାଲ କରିଛନ୍ତି। ତାଙ୍କ ଚଳଚ୍ଚିତ୍ର 'ଡକ୍ଟର ଜୀ' ପାଇଁ ଆଜିକାଲି ସେ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତାଙ୍କ ଫିଲ୍ମ ବକ୍ସ ଅଫିସରେ ଦର୍ଶକଙ୍କ ହୃଦୟ ଜିତିବା ସହିତ ଭଲ ଆୟ ମଧ୍ୟ…

ଟି୨୦ ବିଶ୍ୱକପ: ଖେଳିପାରିବେ କୋଭିଡ ପଜିଟିଭ ଖେଳାଳି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଆଇସିସି କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରିଦେଇଛି । ଏପରିକି କୋଭିଡ ୧୯ ପଜିଟିଭ ଖେଳାଳିଙ୍କୁ ମଧ୍ୟ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦିଆଯିବ । ସଂକ୍ରମିତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯିବନି । ତେବେ…

ଉଜ୍ଜଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଲେମନ୍ ବାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲେମନ୍ ବାମ୍ ବା ଲେମ୍ବୁ ବାମ୍ ସମ୍ପର୍କରେ କେବେ ଶୁଣିଛନ୍ତି କି ? ଲେମନ୍ ବାମ୍ ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକେ ଲେମ୍ବୁ ବାମ ବିଷୟରେ ଜାଣନ୍ତି ନାହିଁ। କିନ୍ତୁ ଏହା ଅନେକ ଉପକାର କରିଥାଏ। ଆମ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ…