କେରଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ପ୍ରଚାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କେରଳରେ ପହଞ୍ଚିବେ, ଯେଉଁଠାରେ ସେ ପାଲକ୍କଡରେ ଏକ ରାଲି ଏବଂ ତ୍ରିସୁରରେ ଏକ ରୋଡ୍ ସୋ’ କରିବେ। ସେ ଏପ୍ରିଲ ୯ରେ ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍ଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିବେ। ଦଳୀୟ ସୂତ୍ର ଅନୁସାରେ ମୋଦୀ…