Latest Odisha News

BREAKING NEWS

ଫେବୃୟାରୀ ୨୩ରେ ୪୫ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିବା ବୁଥରେ ହେବ ସାନି ମତଦାନ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ ଟି ବୁଥ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଟି ବୁଥରେ ସାନି ମତଦାନ ହେବ । ରାଜ୍ୟ ନିର୍ବାଚନ ଆୟୋଗ…

ରଣଜୀ ଟ୍ରଫି କ୍ରିକେଟ: ଅନ୍ତିମ ଦିବସରେ ବିଜୟ ପାଇଁ ଓଡିଶାକୁ ଆବଶ୍ୟକ ୩୬୫ରନ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଗୋଆ ବିପକ୍ଷ ମୁକାବିଲାରେ ଅନ୍ତିମ ଦିବସରେ ବିଜୟ ପାଇଁ ଓଡିଶା ୩୬୫ ରନ ଆବଶ୍ୟକ କରୁଛି । ଗୋଆର ପ୍ରଥମ ଇନିଂସ ସ୍କୋର ୧୮୧ ରନ ଜବାବରେ ଓଡିଶା ୧୮୯ ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ଓଡିଶା ୮ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ…

ଆସନ୍ତାକାଲି ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୬ ଜିଲ୍ଲାର ୫୯ ଆସନରେ ହେବ ଭୋଟ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ । ସବୁଠାରୁ ଚର୍ଚ୍ଚିତ ଆସନ କରହାଲରେ ହେବ ଭୋଟ । ଏହି ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ମଧ୍ୟ ଲଢୁଛନ୍ତି ଅଖିଳେଶଙ୍କ କାକା…

ମାର୍ଚ୍ଚ ୪ରେ ରିଲିଜ ହେବ ତୁଳସୀଦାସ ଜୁନିୟର

ମୁମ୍ବାଇ: ବହୁ ଚର୍ଚ୍ଚିତ ସ୍ପୋର୍ଟ୍ସ ଡ୍ରାମା ତୁଳସୀଦାସ ଜୁନିୟର ମାର୍ଚ୍ଚ ୪ରେ ରିଲିଜ ହେବ ବୋଲି ଶନିବାର ଘୋଷଣା କରାଯାଇଛି । ରାଜୀବ କାପୁର ଓ ସଞ୍ଜୟ ଦତ ଅଭିନୀତ ଏହି ଫିଲ୍ମକୁ ଭୂଷଣ କୁମାର, ଆଶୁତୋଷ ଗୋୱାରିକର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଫିଲ୍ମର କାହାଣୀ ସ୍ନୁକର ଖେଳ ଉପରେ…

କଟକରୁ ପୁଣି ଠାବ ହେଲା ନକଲି ମସଲା କାରଖାନା

କଟକ : କଟକରୁ ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି । ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ ହୋଇଛି । କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ହେବ ଚାଲୁଥିଲା ଏହି ନକଲି ମସଲା କାରଖାନା । ନକଲି ମସଲା କାରବାର ଘଟଣାରେ କମ୍ପାନୀ ମାଲିକ ଅଜୟ…

ଡି-ଗ୍ୟାଙ୍ଗ ଷଡଯନ୍ତ୍ରର ପର୍ଦ୍ଦାଫାଶ କଲା ଏନଆଇଏ: ଟାର୍ଗେଟରେ ଥିଲେ ବଡ ନେତା, ସେଲିବ୍ରିଟି

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଡି-ଗ୍ୟାଙ୍ଗର ଏକ ବଡ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏହାର ମୁଖ୍ୟ ତଥା ପାକିସ୍ତାନରେ ଲୁଚିକରି ଥିବା ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ଏ ନେଇ ଏକ ସ୍ପେଶାଲ ୟୁନିଟ ପ୍ରସ୍ତୁତ କରିଥିଲା । ଦିଲ୍ଲୀ ଓ ମୁମ୍ବାଇର ବଡ…

ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ହେବେ ୩ ଫର୍ମାଟର ଅଧିନାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଶନିବାର ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଅବସରରେ ଟେଷ୍ଟ ଏବଂ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଉଛି । ଟି୨୦ ସିରିଜ ପାଇଁ ବିରାଟ କୋହଲି ଓ ରିଷଭ…

ୟୁକ୍ରେନ ବିପକ୍ଷରେ ସିଧାସଳଖ ଯୁଦ୍ଧ ଆରମ୍ଭ ନ କରି ଷଡଯନ୍ତ୍ର ରଚିଲାଣି ରୁଷ !

ମସ୍କୋ: ଆମେରିକା ଏବଂ ନାଟୋ ଦେଶର ଚାପ ଯୋଗୁ ୟୁକ୍ରେନ ବିପକ୍ଷରେ ରୁଷ ସିଧାସଳଖ ଯୁଦ୍ଧ ଆରମ୍ଭ କରିପାରୁ ନାହିଁ । ତେବେ ୟୁକ୍ରେନକୁ ଅସୁବିଧାରେ ପକାଇବା ପାଇଁ ଭିତିରିଆ ଷଡଯନ୍ତ୍ର ଜାରୀ ରଖିଛି । ପ୍ରଥମେ ସାଇବର ଆଟାକ ଏବଂ ଏବେ ଆତଙ୍କବାଦୀ ସଂଗଠନକୁ ଧରି ଛାୟା ଯୁଦ୍ଧ ଆରମ୍ଭ କରିଛି ।…

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି । ପ୍ରଥମେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ  ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ…

ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀଙ୍କ ପରଲୋକ

ଦିଲ୍ଲୀ : ପରଲୋକରେ ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀ । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା । ରବିଶ ତିୱାରୀ ଜଣେ ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆନ ଏକ୍ସପ୍ରେସର ନ୍ୟାସନାଲ ବ୍ୟୁରୋ ଚିଫ୍ ଥିଲେ । ରବିଶ ତିୱାରୀଙ୍କ…