Latest Odisha News

BREAKING NEWS

ଡିଜିଟାଲ ଇଣ୍ଡିଆ କର୍ପୋରେସନର ଚିଫ୍ ଟେକ୍ନିକାଲ ଅଫିସର ହେଲେ ଓଡିଆ ପୁଅ ଦେବବ୍ରତ ନାୟକ

ଭୁବନେଶ୍ୱର : ଓଡିଆ ପୁଅ ଦେବବ୍ରତ ନାୟକ ହେଲେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ମୁଖ୍ୟ ଟେକ୍ନିକାଲ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ଶ୍ରୀ ନାୟକ ଡିଜିଟାଲ ଇଣ୍ଡିଆର ମୁଖ୍ୟ ଭାବେ ଯୋଗଦେବା ପୂର୍ବରୁ ସେ ନ୍ୟାସନାଲ ଇନଫୋରମେଟିକ୍ ସେଣ୍ଟର ଏନଆଇସିରୁ ସ୍ୱେଚ୍ଛାକୃ ଭାବେ ସେ ଭଲେଟାରୀ…

ରୋଡ ଶୋ ବେଳେ ଭଗୱନ୍ତ ମାନଙ୍କ ଉପରକୁ ଟେକାମାଡ, ଡାକ୍ତରଖାନରେ ଭର୍ତି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଏକ ରୋଡ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଟେକାମାଡ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଡାକ୍ତରଖାନା ଚିକିତ୍ସା…

ଆର ପାରିରେ ରବୀନାଙ୍କ ବାପା ରବି ଟଣ୍ଡନ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ବାପା ରବି ଟଣ୍ଡନଙ୍କ ଆଜି ପରଲୋକ ହୋଇଯାଇଛି । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ସେ ମଜୁବର ଓ ଖୁଦ୍ଦାର ପରି ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆରକେ ନାୟାରଙ୍କ ସହଯୋଗୀ ଭାବେ ସେ ଲଭ ଇନ ଶିମଲା ଓ ୟେ ରାସ୍ତେ ହେ ପ୍ୟାର…

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଲାଞ୍ଚ ନେବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ । ଦୁଇ ଜଣଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।ସୂଚନା ଅନୁସାରେ, ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବିଇଓ ବ୍ରଜକୁମାର ନାୟକ ଜଣେ ଶିକ୍ଷକଙ୍କ ଏରିଅର ବିଲ୍ କରିବାକୁ ଟଙ୍କା ନେଉଥିବା…

ଦିଲ୍ଲୀରୁ ଲଣ୍ଡନ ଚାଲିବ ବସ

ନୂଆଦିଲ୍ଲୀ: ୪୬ ବର୍ଷ ପରେ ଦିଲ୍ଲୀରୁ ଲଣ୍ଡନ ବସ ଗଡିପାରେ । ଭାରତ-ମ୍ୟାନମାର ସୀମାରେ ସ୍ଥିତି ସାମାନ୍ୟ ହେବା ପରେ ସେପ୍ଟେମ୍ବରରେ ଏହାକୁ ଚାଲୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ୧୫ ଲକ୍ଷ ଟଙ୍କା ପ୍ୟାକେଜରେ ଟିକେଟ, ଭିସା, ବିଭିନ୍ନ ଦେଶରେ ରହିବା ପାଇଁ ସମସ୍ତ ସୁବିଧା ସୁଯୋଗ…

ବିଧାନ ପରିଷଦ ଗଠନ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଆଶ୍ଚର୍ଯ୍ୟ ଚକିତ କରିଛି : ବାଚସ୍ପତି

ଭୁବନେଶ୍ୱର: ସଂସଦରେ ବିଧାନ ପରିଷଦ ସଙ୍କଳ୍ପ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯାଇଥିଲା ।ରାଜ୍ୟସଭା ଓ ଲୋକସଭା ସଚ୍ଚିବଙ୍କୁ…

ପରଲୋକରେ କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ପୂର୍ବତନ କୋକସରା ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଭୁବନେଶ୍ୱରରେ ପୁଅ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବାସ ଭବନରେ ତାଙ୍କର ପରଲୋକ ହୋଇଛି ।କିଛି ଦିନ ହେବ ସେ ଅସୁସ୍ଥ…

ରାଜ୍ୟରେ ସଂକ୍ରମଣ ସ୍ଥିତି ଧୀରେ ଧୀରେ ଭଲ ଆଡକୁ ଆସୁଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ରାଜ୍ୟରେ ଯେତିକି କରୋନା ଭାରାଆଣ୍ଟ ଅଛି , ସେତିକି ଓମିକ୍ରନ ଭାରିଆଣ୍ଟ ଅଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଯଦି…

ଆଜି ପ୍ରୋମିଜ ଡେ’ : ପ୍ରତିଶ୍ରୁତି ବିନା ପ୍ରେମ ଅଧୁରା

ଭୁବନେଶ୍ୱର : ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ  । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମି ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି…

[ଭିଡିଓ] ପ୍ରଚାର ସମୟରେ କରୋନା କଟକଣା ଉଲ୍ଲଙ୍ଘନ କଲା ବିଜେଡି , ଅଭିଯୋଗ ଆଣିଲା ବିଜେପି

ପିପିଲି : ପଞ୍ଚାୟତ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ । ଶାସକ ବଜେଡି ଦଳ ପିପିଲିରେ ମାରାଥନ ପ୍ରଚାର ଜାରି ରଖିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଧାୟକ ରୁଦ୍ର ଲପ୍ରତାପ ମହାର୍ଥୀ ୨୩ ନମ୍ବର ଓ ୨୪ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି…