ଡିସେମ୍ବର ୩୧ ଓ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା…
ଭୁବନେଶ୍ୱର: ଡିସେମ୍ବର ୩୧, ୨୦୨୫ ଏବଂ ନୂଆ ବର୍ଷ ପାଇଁ ତଥା ଜିରୋ ଆୱାର ଉପଲକ୍ଷେ ପୁରୀ ପୋଲିସ ସୋମବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି। ସୁଗମ ଟ୍ରାଫିକ ଚାଳନା ଏବଂ ଭିଡ଼ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସାରା ସହରରେ ୬୦ ପ୍ଲାଟୁନ୍ ପୋଲିସ କର୍ମଚାରୀ ମୁତୟନ ହେବେ।
ପୁରୀ…