ଧୁରନ୍ଧର ଫ୍ରାଞ୍ଚାଇଜ ବକ୍ସ ଅଫିସରେ ରଚିଲା ନୂଆ ଇତିହାସ, ଏହି ସବୁ ଫିଲ୍ମକୁ ପଛରେ ପକାଇଲା…
ମୁମ୍ବାଇ: ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ‘ଧୁରନ୍ଧର’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବା ସହ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଦିତ୍ୟ ଧର୍ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ବିଶ୍ବସ୍ତରରେ ବକ୍ସ ଅଫିସରେ ୧୩୦୦ କୋଟି ଟଙ୍କା ଆୟ…