ସରକାରୀ ପାଣ୍ଠିର ଅପବ୍ୟବହାର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଦୋଷୀ ସାବ୍ୟସ୍ତ
ଭୁବନେଶ୍ବର: ବାଲେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଜଳେଶ୍ୱରର ପାଇକାସିଡା ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ କୃତୀବାସ ବେହେରାଙ୍କୁ ଦୁର୍ନୀତି ଏବଂ ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି।
କୃତୀବାସ ଚାକିରିରୁ ଅବସର ନେଇଥିଲେ କିନ୍ତୁ ଓଡ଼ିଶା…