Latest Odisha News

BREAKING NEWS

Kalinga Hospital: ମ୍ୟାକ୍ସ ୩୦୦କୋଟିରେ କଳିଙ୍ଗ ହସ୍ପିଟାଲର ନିୟନ୍ତ୍ରଣ ଅଂଶଧନ ଅଧିଗ୍ରହଣ କଲା

ଭୁବନେଶ୍ବର:ଭାରତର ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏକ ଅଗ୍ରଣୀ କମ୍ପାନୀ ମ୍ୟାକ୍ସ ହେଲଥ୍ କେୟାର ଇନଷ୍ଟିଚ୍ୟୁଟ୍ ଲିମିଟେଡ୍ ଭୁବନେଶ୍ୱରରେ ଅବସ୍ଥିତ କଳିଙ୍ଗ ହସ୍ପିଟାଲ୍ ରେ ୩୦୦ କୋଟିର ଇକ୍ୱିଟି ମୂଲ୍ୟରେ ୫୮.୪ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବାକୁ ଘୋଷଣା କରିଛି। ମ୍ୟାକ୍ସ ହେଲଥକେୟାର…

Sasmit Patra Resigns:ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା

ଭୁବନେଶ୍ୱର:ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର। । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସସ୍ମିତ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ…

ଆଇପିଏଲ: ଆଉ ଏକ କଡା ନିୟମ ଲାଗୁ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ବିସିସିଆଇ ନିରପେକ୍ଷ ଓ ଶୃଙ୍ଖଳିତ ମ୍ୟାଚ ପାଇଁ କେତେଗୁଡିଏ ନୂତନ ନିୟମ ଲାଗୁ କରିଥିଲା । ଏବେ ପୂନର୍ବାର ଆଉ ଏକ କଡା ନିୟମ ଜାରୀ କରାଯାଇଛି । ମ୍ୟାଚ ସମୟରେ ଖେଳାଳିମାନେ ପଡିଆ ନିକଟରେ ବୁଲାବୁଲି କରିପାରିବେ ନାହିଁ । ଓଭରାଲ ୧୬ଜଣ ଖେଳାଳିଙ୍କୁ କେତେକ…

Industrial Projects In Khordha:୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ…

ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରତି ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା…

ଦିଲ୍ଲୀ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ଧୋନୀ

ଚେନ୍ନାଇ: ଗତ ସଂସ୍କରଣର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏଥର ମଧ୍ୟ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପରାଜିତ ହୋଇ ଚିନ୍ତାରେ ପକାଇଛି । ଚେନ୍ନାଇ ଟିମ ଓ ପ୍ରଶଂସକମାନେ ଏମଏସ ଧୋନୀ ଦଳକୁ ଫେରିଲେ ସବୁ କିଛି ଠିକ ହୋଇଯିବ ବୋଲି ଆଶା ବାନ୍ଧିଛନ୍ତି । ରିପୋର୍ଟ ମୁତାବକ…

Job Alert: ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି; ୩୦ଜିଲ୍ଲାରେ ସିଧାସଳଖ ନିଯୁକ୍ତି…

ଭୁବନେଶ୍ବର: ରାଜ୍ୟର ରାଜସ୍ବ ପ୍ରଶାସନକୁ ଆହୁରି ସୁଦୃଢ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ସ୍ୱୀକୃତି ମିଳିଛି। ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ…

PG Entrance Test: ମେ’ ୫ରୁ ଅନୁଷ୍ଠିତ ହେବ ପିଜି ପ୍ରବେଶିକା ପରୀକ୍ଷା;୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ

ଭୁବନେଶ୍ୱର: ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ୫ ମେ' ୨୦୨୬ ରିଖ ଠାରୁ ୧୬ ମେ' ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି) ପକ୍ଷରୁ CPET ପ୍ରବେଶିକା ପରୀକ୍ଷା…

ଆମେ ପରିଶ୍ରମୀ ଓ ଶ୍ରମିକ ଶ୍ରେଣୀର ଖେଳାଳି, ବଲ ପକାଇବା ଆମ କାମ

କୋଲକାତା: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମ୍ୟାଚ ବିଜୟୀ ବୋଲିଂ ପ୍ରଦର୍ଶନ କରି ମହମ୍ମଦ ସାମୀ ଚର୍ଚ୍ଚାରେ ରହିଛନ୍ତି । ଏହା ମାଧ୍ୟମରେ ସେ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ସମୟ ଏଠାରେ ଖେଳିଥିବାରୁ ମୁଁ ଇଡେନ ଗାର୍ଡେନ ପିଚ ସହ…

Expeditiously exit Iran:’ଯଥାଶୀଘ୍ର ଇରାନ ଛାଡି ଦିଅ’; ଯୁଦ୍ଧବିରତି ମଧ୍ୟରେ ଭାରତୀୟ ଦୂତବାସର ହାଇ…

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲେ ମଧ୍ୟ ଭାରତ ଇରାନରେ ଉପସ୍ଥିତ ଥିବା ନିଜର ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି। ବୁଧବାର ଦିନ ଭାରତ ଇରାନରେ ଥିବା ନିଜର ନାଗରିକଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରିଛି। ଇରାନରେ ଥିବା…