ଲେବାନନରେ ଇସ୍ରାଏଲର ବଡ଼ ଆକ୍ରମଣ: ୧୦ ମିନିଟରେ ୧୦୦ଟି କ୍ଷେପଣାସ୍ତ୍ର ମାଡ଼; ୨୫୦ ଜଣଙ୍କ ମୃତ୍ୟୁ
ଜେରୁଜେଲମ: ଲେବାନନରେ ବୁଧବାର ରାତି ଇସ୍ରାଏଲ ଏକ ସିରିଜ୍ ବିମାନ ଆକ୍ରମଣ କରିଥିଲା। ରିପୋର୍ଟ ଅନୁଯାୟୀ ଇସ୍ରାଏଲ ୧୦ ମିନିଟ ମଧ୍ୟରେ ୧୦୦ରୁ ଅଧିକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିଥିଲା, ଯାହା ହିଜବୋଲା କମାଣ୍ଡ ସେଣ୍ଟର ଏବଂ ସାମରିକ ଘାଟି ବୋଲି ବର୍ଣ୍ଣନା କରାଯାଇଛି। ଏହି ଆକ୍ରମଣରେ ୨୫୦ରୁ…