ପାକିସ୍ତାନ କ୍ରିକେଟର ସ୍ଥିତି ଖରାପ; T20 World Cup ବଏକଟ ଧମକକୁ ନେଇ ବର୍ଷିଲେ ପୂର୍ବତନ ଖେଳାଳୀ…
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ତଥା ଭାଷ୍ୟକାର ସଞ୍ଜୟ ମାଞ୍ଜରେକର ପାକିସ୍ତାନ କ୍ରିକେଟ ର ସ୍ଥିତି ନେଇ ବର୍ଷିଛନ୍ତି।
ସେ କହିଛନ୍ତି ଯେ, ଆଗାମୀ T20 ବିଶ୍ୱକପ୍ ୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯଦି ମ୍ୟାଚ୍ ନ ହୁଏ, ତେବେ ଏହା ଏକ ବଡ଼ କଥା ହେବ ନାହିଁ କାରଣ…