“ଅବତାର: ଫାୟାର ଆଣ୍ଡ୍ ଆସ୍”ର ଦମଦାର ଓପନିଂ…
ନୂଆଦିଲ୍ଲୀ: ଜେମ୍ସ କ୍ୟାମେରନଙ୍କ "ଅବତାର" ଏହାର ତୃତୀୟ ଫ୍ରାଞ୍ଚାଇଜ "ଅବତାର: ଫାୟାର ଆଣ୍ଡ୍ ଆସ୍" ସହିତ ଭାରତରେ ଏଣ୍ଟ୍ରି କରିଛି।
"ଅବତାର: ଫାୟାର ଆଣ୍ଡ୍ ଆସ୍" ଡିସେମ୍ବର ୧୯ ତାରିଖରେ ଭାରତରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି କେବଳ ରିଲିଜ୍ ହେବା ପରେ ବିପୁଳ…