Latest Odisha News

BREAKING NEWS

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓଡ଼ିଶା ପ୍ରଭାରୀ ବିରେନ୍ଦର ସିଂ କାଡିଆନ

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ କିଛିଟା ଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ବଳ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ ଦୁଇ ଦିବସୀୟ ଓଡିଶା ଗସ୍ତରେ ଆସିବେ ଆପ୍ ଦିଲ୍ଲୀ କ୍ୟାଣ୍ଟ ବିଧାୟକ ତଥା ଓଡିଶା ପ୍ରଭାରୀ ବିରେନ୍ଦର ସିଂ କାଡିଆନ୍। ଅପ୍ରେଲ ୧୩ ତାରିଖ ଏବଂ ୧୪…

ବିଜେପି ବଦଳାଇବ ଟିକେଟ !

ଭୁବନେଶ୍ୱର: କୋଉଁଠି ବିରୋଧ ତ କେଉଁଠି ବିଦ୍ରୋହ । କେଉଁଠି ଚାପା ଗୁଞ୍ଜରଣ ତ କେଉଁଠି ଖୁଲମଖୁଲା ପ୍ରତିବାଦ । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ-ଅନେକ ଜାଗାରେ ବିଜେପି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ପାଇଁ ଅସନ୍ତୋଷ ହିଁ ଅସନ୍ତୋଷ । ଦଳ ଭିତରେ ଦଳ ପ୍ରତି ରଣହୁଙ୍କାର । ଆଉ କିଛି…

ଅରୁଣାଚଳ ପ୍ରଦେଶକୁ ଚାଲାଣ ହେଉଥିବା ୧୮ ଲକ୍ଷ ଟଙ୍କାର ଖଇର କାଠ ଜବତ

ବରଗଡ଼: ବନ ବିଭାଗକୁ ବଡ଼ ସଫଳତା। ଏକ ଖଇର କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାରଙ୍କ ନିର୍ଦ୍ଦେଶ ଓ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକଙ୍କ ନେତୃତ୍ଵରେ ବରଗଡ଼ ବନାଞ୍ଚଳ…

ରାହୁଲ ଦେଲେ ଗରିବୀ ହଟାଓ ନାରା, ମାଗିଲେ ସୁଯୋଗ

ଜୟପୁର: ରାଜସ୍ଥାନରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାରିଦ୍ର୍ୟ ଦୂରୀକରଣ ନେଇ ନାରା ଦେଇଛନ୍ତି। କେନ୍ଦ୍ରରେ ତାଙ୍କ ଦଳ କ୍ଷମତାକୁ ଆସିଲେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେ ଦାବି କରିଛନ୍ତି। ଦେଶର ପ୍ରତ୍ୟେକ ଗରିବ ପରିବାରର ଜଣେ…

ମୋଦୀ ଯିବେ ଜେଲ୍: ଲାଲୁଙ୍କ ଝିଅ ମିସା ଭାରତୀଙ୍କ ବୟାନକୁ ନେଇ ତେଜିଲା ବୟାନବାଜି

ନୂଆଦିଲ୍ଲୀ: ଯେତେବେଳେ ବିରୋଧୀ ଦଳର ପ୍ରମୁଖ ନେତା ବିଭିନ୍ନ ମାମଲାରେ ଜେଲ୍ ଯାଉଛନ୍ତି ସେତେବେଳେ ସରକାର ବଦଳିଲେ ସମାନ ପରିଣାମ ଭୋଗିବାକୁ ପଡିବ କି ଏବେର ଶାସକ ଦଳର ପ୍ରମୁଖ ନେତାଙ୍କୁ? ଏହିପରି ଚର୍ଚ୍ଚା ଜାରି ରହିଥିବା ବେଳେ ଆରଜେଡି ସାଂସଦ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ…

ପୁଅ ପାଇଁ ପ୍ରଚାର କରିନି, ଦଳ ଯେଉଁ ଦଣ୍ଡ ଦେବ ସହିବି: ସୁର ରାଉତରାୟ

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ହାଇପ୍ରୋଫାଇଲ ଲୋକସଭା ନିର୍ବାଚନ ମଣ୍ଡଳୀ ଭୁବନେଶ୍ବରରୁ ବିଜୁ ଜନତା ଦଳ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ। 'ସୁରା ଭାଇ' ନାମରେ ପରିଚିତ…

ଭୋଟ୍ ପୂର୍ବରୁ ନୋଟ୍ ବଣ୍ଟା ଉପରେ ଗୁରୁତ୍ବ ଦେଉଛି ବିଜେଡି, ପୁରୀ ବିଜେପି ଆଣିଲା ଅଭିଯୋଗ

ପୁରୀ: ବ୍ରହ୍ମଗିରି ବିଧାନସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବିଜେପି । ବିଜେପି କହିଛି ଭୋଟ୍ ପାଇଁ ନୋଟ୍ ବାଣ୍ଟିବାକୁ ଉମା ସାମନ୍ତରାୟ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ କୁଆଡେ ପୁରୀ ସଦର ବ୍ଲକ ଅଧୀନ ୧୧ଟି ପଞ୍ଚାୟତର ସିପିଆର…

ଟି୨୦ରେ ଆଉ ୬ ଛକା ମାରିଲେ ୫୦୦ କ୍ଲବରେ ସାମିଲ ହେବେ ରୋହିତ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିବାକୁ ଯାଉଛନ୍ତି । ସେ ଯଦି ଆଉ ୬ଟି ଛକା ମାରିବେ ତେବେ ଟି୨୦ କ୍ରିକେଟରେ ଏହି କୀର୍ତିମାନ ହାସଲ କରିବାରେ ୫ମ ଖେଳାଳି ହେବେ । ସେ ୨୪୭ ଆଇପିଏଲ ମ୍ୟାଚରୁ ୨୬୪ ଓ ୧୫୧…

ଧୋତି-କୁର୍ତ୍ତା ପିନ୍ଧି ଡ୍ୟୁଟି କରିବେ ପୋଲିସ କର୍ମଚାରୀ, ଗଳାରେ ପକାଇବେ ରୁଦ୍ରାକ୍ଷ ମାଳ

ନୂଆଦିଲ୍ଲୀ: ଶ୍ରୀ କାଶୀ ବିଶ୍ୱନାଥ ଧାମରେ ​​ପୋଲିସ୍ ବର୍ତ୍ତମାନ ହର-ହର ମହାଦେବଙ୍କ ସ୍ଲୋଗାନ ଦେଇ ଭକ୍ତମାନଙ୍କୁ ସ୍ୱାଗତ କରିବେ। ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଏବେ ପୋଲସ କର୍ମୀଙ୍କ ପାଇଁ…

ନିର୍ବାଚନ ପୂର୍ବରୁ ପୁରୀ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ?

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ଏକ ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଛି। ଯାହା ଏହାର ନିର୍ବାଚନ ସମ୍ଭାବନାକୁ ଦୁର୍ବଳ କରିବାର ଆଶଙ୍କା ସୃଷ୍ଟି କରିଛି। ଏହି ଆଭ୍ୟନ୍ତରୀଣ କଳହକୁ ଦୂର କରିବା ପାଇଁ ଶାସକ ଦଳ ଶଂଖ ଭବନରେ ସମନ୍ୱୟ ପ୍ରୟାସରେ…