ଥଣ୍ଡାର ମୁକାବିଲା ପାଇଁ ମୋଜା ଭିତରେ ଲଙ୍କାଗୁଣ୍ଡ ରଖି ଖେଳିଲେ ଖେଳାଳି
ନୂଆଦିଲ୍ଲୀ: ଆମେରିକାରେ ଖେଳାଯାଉଥିବା ଏନଏଫଏଲ ମ୍ୟାଚ ଅବସରରେ ଏଲଏ ର୍ୟାମ୍ସ ଟିମର ଏକ ଟ୍ରିକ ସମସ୍ତଙ୍କୁ ଚକିତ କରିଛି । ପ୍ରବଳ ଥଣ୍ଡା ଯୋଗୁ ଏହି ଟିମର ଖେଳାଳିମାନେ ସ୍ୱାଭାବିକ ପ୍ରଦର୍ଶନ କରିପାରୁ ନ ଥିଲେ । ସେମାନେ ପ୍ରାୟତଃ ଗରମ ଜଳବାୟୁରୁ ଖେଳୁଥିବାରୁ ଏଠାରେ ଥରୁଥିବ ଦେଖିବାକୁ…