Latest Odisha News

୪୨ ବର୍ଷ ବୟସରେ ପାଦ ଦେଲେ ଅଲ୍ଲୁ, ଜନ୍ମ ଦିନରେ ରିଲିଜ୍ ହେଲା ଫିଲ୍ମ ପୁଷ୍ପା-୨ର ଟିଜର୍

ହାଇଦ୍ରାବାଦ: ଆଜି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିନ । ୪୨ ବର୍ଷ ବୟସରେ ପାଦ ଥାପିଲେ ଅଲ୍ଲୁ ଅର୍ଜୁନ । ଅଭିନେତାଙ୍କ ଜନ୍ମ ଦିନରେ ବନ୍ଧୁ ମାନଙ୍କ ସହ ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ଅଲ୍ଲୁ । ସବୁବେଳେ ନିଜ ଷ୍ଟାଇଲିସ୍‌‌…

ମୁହଁ ଖୋଲିଲେ କଙ୍ଗନା, କହିଲେ ‘ମୁଁ ଗୋମାଂସ ଖାଏନି କି କୌଣସି ମାଂସ ଖାଏନି’

ନୂଆଦିଲ୍ଲୀ: କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ କଙ୍ଗନା । ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଗୋମାଂସ ଖାଉଥିବା ନେଇ ଅଭିଯୋଗ କରିଥିଲେ କଂଗ୍ରେସ ନେତା ବିଜୟ । ଏହି ଅଭିଯୋଗକୁ ବର୍ତ୍ତମାନ…

ଆଇଜିଆଇ ବିମାନବନ୍ଦରକୁ ପରମାଣୁ ବୋମା ଭୟ, ଧମକ ଦେଇ ଗିରଫ ହେଲେ ୨ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)କୁ ପରମାଣୁ ବୋମାର ଭୟ । ବୋମା ପକାଇ ଆଇଜିଆଇ ବିମାନବନ୍ଦରକୁ ଉଡାଇଦେବାକୁ ଧମକ ମିଳିଛି । ଏନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ । ପୋଲିସର କହିବା ଅନୁସାରେ, ଗତ ଏପ୍ରିଲ ୫ ତାରିଖରେ ଦିଲ୍ଲୀର ଆଇଜି ବିମାନ…

ଦ୍ୱାରଶୁଣି ଘାଟିରେ ପାହାଡରେ ପିଟିହେଲା ବସ୍, ୨୦ରୁ ଅଧିକ ଶ୍ରମିକ ଆହତ

ମୟୂରଭଞ୍ଜ: ଭାରସାମ୍ୟ ହରାଇ ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍ । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର…

ଛତିଶଗଡ଼ ସୀମାରୁ ୬ ମାଓବାଦୀ ଗିରଫ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ପୋଲିସ ଓ ସିଆରପିଏଫ୍ କୋବ୍ରା ବାହିନୀଙ୍କ ମିଳିତ ଅପରେସନରେ ଓଡ଼ିଶା ଛତିଶଗଡ଼ ସୀମାରୁ ମାଓବାଦୀଙ୍କ କ୍ୟାମ୍ପ ଠାବ ସହ ୬ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ…

ବ୍ରିଜରୁ ତଳକୁ ଖସିଲା ସ୍କୁଟି, ଚାଲିଗଲା ୩ ସାଙ୍ଗଙ୍କ ଜୀବନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ସ୍କୁଟି । ଘଟଣାରେ ତିନି ସାଙ୍ଗଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ…

ଆଉ ଦୁଇ ଦିନ କାଳବୈଶାଖୀ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଗତ କିଛି ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି । ରବିବାର ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ମଧ୍ୟ ହୋଇଛି । ଉପକୂଳବର୍ତ୍ତୀ ଜିଲାଗୁଡିକରେ କଳାବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ଅମରାବତୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଛନ୍ତି। ଏହି ମନ୍ତବ୍ୟକୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ…

ମୋଦୀଙ୍କ ପାଦ ନୀତୀଶ ଛୁଇଁବା ଲଜ୍ଜା ଜନକ: ତେଜସ୍ବୀ ଯାଦବ

ପାଟଣା: ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନୱାଦାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆଶୀର୍ବାଦ ମାଗିଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରିଛନ୍ତି। ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ ପାଦ…

ବ୍ରହ୍ମପୁର ଲୋକସଭା: ଦୁଇ ନେତା ଦଳ ବଦଳ କରି ପ୍ରାର୍ଥୀ ହେବା ପରେ ଟକ୍କର ଜୋରଦାର

ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ (ବିଜେଡି) ଅପ୍ରତ୍ୟାଶିତ ଭାବେ ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଛି। ବିଜେପିରୁ ବିଜେଡିକୁ ଭୃଗୁଙ୍କ ଚଳିତ ଥର ଟିକେଟ୍ ନମିଳିବା ପରେ ଏବେ ସେ ଦଳ…