ଦରମା ଓ ଭତ୍ତା ବୃଦ୍ଧିକୁ କାହିଁକି ସମର୍ଥନ କଲେନି ଏହି ବିଧାୟକ..
ଭୁବନେଶ୍ୱର: ଚାରିଥର ବିଧାୟକ ସାଜିଥିବା ସିପିଏମ ବିଧାୟକ ବୋନାଇ ଲକ୍ଷ୍ମଣ ମୁଣ୍ଡା ଙ୍କ ଆପତ୍ତି ଯୋଗୁଁ ବିଧାୟକ ମାନଙ୍କର ଦରମା ସଂଶୋଧନ ନିୟମ ଆବେଦନ ମଞ୍ଜୁରି ପାଇବାରେ ବିଳମ୍ବ ହୋଇ ଚାଲିଥିବା ନେଇ ସୂଚନା ମିଳିଛି।
ତେବେ ନୂତନ ନିୟମ ଅନୁଯାୟୀ ବିଧାୟକ ମାନଙ୍କର ମାସିକ ଦରମା ବର୍ତ୍ତମାନ୍…