Latest Odisha News

BREAKING NEWS

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଲୁଥ୍ରା ବ୍ରଦର୍ସ ଗିରଫ

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା। ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ। ଏହି ଦୁଇ ଅଭିଯୁକ୍ତଙ୍କୁ ଭାରତ ଅଣାଯାଉଛି। ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ପୂର୍ବରୁ ନିଲମ୍ବିତ କରାଯାଇଥିଲା। କ୍ଲବ୍ ମାଲିକ ସୌରଭ ଏବଂ ଗୌରବ…

Cold Wave: ହାଡଭଙ୍ଗା ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଜାଡ଼। କଲବଲ କରୁଛି ଅସହ୍ୟ ଥଣ୍ଡା। ରାଜ୍ୟରେ ଏହି ଶୀତ ଜାରି ରହିବ। ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ସୁନ୍ଦରଗଡ଼, କନ୍ଧମାଳ,…

ରାୟବରେଲି-ଆମେଠି-ଇଟାୱାରେ ମଧ୍ୟ ମୁସଲମାନମାନେ ଜିତିପାରିବେ: ଏପରି କାହିଁକି କହିଲେ ଓୱେସି ?

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ବୁଧବାର ଦିନ, AIMIM ସାଂସଦ ଅସଦୁଦ୍ଦିନ ଓୱେସି ଆଲୋଚନା ସମୟରେ SIR ଉପରେ କିଛି ମନ୍ତବ୍ୟ ଦେଇଛନ୍ତି। ସେ ନିର୍ବାଚନ କମିଶନଙ୍କୁ ସଂସଦ ଦ୍ୱାରା ନିର୍ଦ୍ଧାରିତ ନିୟମ ପାଳନ କରୁନଥିବା ଅଭିଯୋଗ କରିବା ସହ ଲୋକସଭାରେ ମୁସଲିମ…

Firing: ଅନୁଗୁଳରେ ଫୁଟିଲା ଗୁଳି; ଜଣେ ଗୁରୁତର,କାରଣ…

ଅନୁଗୁଳ:ଅନୁଗୁଳ ସହରରେ ଗୁଳିକାଣ୍ଡ । ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ । ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ପ୍ରଥମେ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ…

PM Modi-Netanyahu Phone Call: ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାହିଁକି କଲେ ଫୋନ୍ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଛନ୍ତି। ଦୁଇ ନେତା ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିଥିଲେ। ସେମାନେ ଆତଙ୍କବାଦ ବିରୁଦ୍ଧରେ ସେମାନଙ୍କର ଶୂନ୍ୟ ସହନଶୀଳତା…

Buildings collapse: ଭୁଷୁଡ଼ି ପଡିଲା ୨ଟି କୋଠା; ଚାଲିଗଲା ୨୨ ଜୀବନ,ଅନେକ ଆହତ

ନୂଆଦିଲ୍ଲୀ: ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୨୨ଜଣଙ୍କ ଚାଲିଗଲା ଜୀବନ ଓ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସମଗ୍ର ଅଞ୍ଚଳକୁ ଖାଲି କରିଦିଆଯାଇଛି। ଉଦ୍ଧାର ଏବଂ ସନ୍ଧାନ କାର୍ଯ୍ୟ ଜାରି…

ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନୀ ସେନା ପ୍ରବକ୍ତା, ଭିଡିଓ ଭାଇରାଲ…

କରାଚି: ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR)ର ମହାନିର୍ଦ୍ଦେଶକ ତଥା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀଙ୍କ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସୂଚନା ଅନୁଯାୟୀ, ଜଣେ ମହିଳା ସାମ୍ବାଦିକ ଅବସା କୋମାନ ଜେଲରେ ଥିବା…

ବେଆଇନ କଫ୍‌ ସିରପ ଚୋରାଚାଲାଣ ମାମଲାରେ ୧୮୧ ଗିରଫ

ଭୁବନେଶ୍ବର: ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ  ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ…

ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ମଣିପୁର ଗସ୍ତ ପୂର୍ବରୁ ଗୁରୁବାର ଦିନ ଇମ୍ଫାଲରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋର୍ ଧରିଛି। ସେ ଆସନ୍ତା ଡିସେମ୍ବର ୧୧-୧୨ ତାରିଖରେ ମଣିପୁର ଯିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ…

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫:ମହିଳା ପ୍ରି କ୍ୱାର୍ଟରରେ ଉନ୍ନତି, ଅନମୋଲ,…

କଟକ : କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ,"ଓଡିଶା ମାଷ୍ଟର୍ସ ୨୦୨୫"ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ସମସ୍ତ ବିଭାଗର ୭୬ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି ।  ଦ୍ଵିତୀୟ ଦିନରେ…