Latest Odisha News

ବେଆଇନ ଦେଶୀମଦ ପ୍ରସ୍ତୁତି ଓ ବିକ୍ରି କରିବା ଅଭିଯୋଗରେ ୫ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ଦେଶୀମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବେଆଇନ ଦେଶୀ ମଦ ପ୍ରସ୍ତୁତିକୁ ରୋକିବା ପାଇଁ ପୋଲିସ କଡ଼ାକଡ଼ି କରିଛି। ଭୁବନେଶ୍ବର-କଟକର ପୋଲିସ କମିଶନର ସଂଜୀବ ପଣ୍ଡା ଏବଂ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଧେଶ କ୍ରମେ ମୈତ୍ରୀବିହାର…

ଶଶୀ ଥରୁରଙ୍କ ନିକଟରେ ଅଛି କୋଟି କୋଟି ଟଙ୍କାର ବିଦେଶୀ ଶେୟାର, କ୍ରିପ୍ଟୋରେ ମଧ୍ୟ କରନ୍ତି ନିବେଶ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଚଳିତ ମାସରୁ ଆରମ୍ଭ ହୋଇ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବହୁ ବଡ ନେତାଙ୍କ ସମ୍ପତ୍ତି, ଦାୟିତ୍ୱ ଏବଂ…

କଳାହାଣ୍ଡିରୁ ବାଘ ଛାଲ ଜବତ, ୨ ଗିରଫ

କଳାହାଣ୍ଡି: ଓଡ଼ିଶା ବନ୍ୟପ୍ରାଣୀ ଲୋଭରେ ପଡୋଶୀ ତସ୍କରୀ । ଅବାଧରେ ଚାଲିଛି ବାଘ ଛାଲ ଡିଲ୍ । ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା କଳାହାଣ୍ଡିରୁ ଜବତ ହେଲା ବାଘ ଛାଲ । ନର୍ଲା ରେଳ ଷ୍ଟେସନ ପାଖରେ ବିକ୍ରି ପାଇଁ ଡିଲ ବେଳେ ଖବର ପାଇ ମାଡ଼ି ବସିଲା ଏସଟିଏଫ ଟିମ୍ । ୨ ଅଭିଯୁକ୍ତଙ୍କୁ ଗିରଫ କରିବା…

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସନ୍ତୋଷ ଅମାତ

ସୁନ୍ଦରଗଡ଼: ବିଜେଡି ଛାଡ଼ିଲେ ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଦେଇଛନ୍ତି । ସେ ତାଙ୍କ ସୋସିଆଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ନିଜ ଇସ୍ତଫା…

ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଭିଡିଓ, ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ । ଲୋକଙ୍କୁ ସିଧାସଳଖ କଲ୍ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନବୀନ । ଯାହା ସାଧାରଣ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ଫୋନ୍ କଲରେ ଲୋକ ମାନଙ୍କ ଠାରୁ…

ମୋନିଦୀପା ସର୍ଖେଲଙ୍କୁ ମିଳିଲା ନୂତନ ଦାୟିତ୍ଵ, ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ହେଲେ ମୋନିଦୀପା

ଭୁବନେଶ୍ଵର: ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହେଲେ ମୋନିଦୀପା । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ମୋନିଦୀପାଙ୍କୁ ଦାୟିତ୍ଵ ଦେଲା ବିଜେଡି ।…

କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଘୋଷଣା ପତ୍ରରେ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାରରେ ୫ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଘୋଷଣା କରିଛି କଂଗ୍ରେସ । ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଇସ୍ତାହାରର ନାମ ରହିଛି ‘ନ୍ୟାୟ ପତ୍ର’। କଂଗ୍ରେସର ଏହି ଇସ୍ତାହାର ଦଳର ପାଞ୍ଚ ଜଣ ବିଚାରପତିଙ୍କୁ ଆଧାର…

ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର ଦାସ, ଗତକାଲି ବିଜେଡି ଛାଡିଥିଲେ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଶହଶହ କର୍ମୀଙ୍କ ସହ ଆସ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗଦେଲେ ଅମରେନ୍ଦ୍ର । ଗତକାଲି ବିଜେଡି ଛାଡିଥିଲେ…

ଛୋଟ ଛୁଆକୁ ମାଙ୍କଡ କଲା ଆକ୍ରମଣ..ଉପସ୍ଥିତି ବୁଦ୍ଧିରେ ବଂଚାଇଲା ନିଜକୁ

ଲକ୍ଷ୍ନୌ: ସୋସିଆଲ ମିଡିଆ ଓ ଅତ୍ୟାଧୂନିକ ଟେକ୍ନୋଲୋଜି ଅନେକ କ୍ଷେତ୍ରରେ ମଣିଷ ପାଇଁ ସହାୟ ହେଉଛି । ଉତରପ୍ରଦେଶରେ ମାଙ୍କଡଙ୍କ ଉତ୍ପାତ ବୃଦ୍ଧି ପାଇଛି । ନିକଟରେ ଗୋଟିଏ ଛୋଟ ପିଲାକୁ ମାଙ୍କଡ ଗୋଡାଇଥିଲା । ପିଲାଟି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିଜକୁ ବଂଚାଇଥିଲା । ସୋସିଆଲ ମିଡିଆରେ ଏବେ…

ଜଳିଲା ଭୁବନେଶ୍ଵର, ୧୧.୩୦ ସୁଦ୍ଧା ୩୯.୮ ଡିଗ୍ରୀ

ଭୁବନେଶ୍ଵର: ଅସହ୍ଯ ଖରାରେ ସିଝୁଛି ଓଡିଶା। ଜନଜୀବନକୁ ଅସ୍ତବ୍ଯସ୍ତ କରୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି। ଗତକାଲି ରାଜ୍ଯର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି ଦିନ ୧୧ଟା ସୁଦ୍ଧା ଜଳିଲାଣି ରାଜଧାନୀ ଭୁବନେଶ୍ଵର । ଦିନ ୧୧.୩୦ ସୁଦ୍ଧା…