ଟି୨୦ ସିରିଜ: ୩ଟି ରେକର୍ଡ ନିଜ ନାମରେ କରି ପାରନ୍ତି ସୂର୍ଯ୍ୟକୁମାର ଯାଦବ
କଟକ: ଆଉ କିଛି ସମୟ ପରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଏଠାରେ ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩ଟି ରେକର୍ଡ ନିଜ ନାମରେ କରି ପାରନ୍ତି । ଏହି ସିରିଜରେ ସୂର୍ଯ୍ୟକୁମାର ଆଉ ୨୪୬ ରନ ସଂଗ୍ରହ କଲେ…