Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ…
ଭୁବନେଶ୍ଵର: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ। ବିରୋଧୀ କାନ୍ଧରେ କୋକେଇ, ଆଉ ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ବିଧାନସଭା ପରିସର। ବୁଧବାର ଏସସିବି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ପ୍ରତିବାଦରେ ବିରୋଧୀ ଦଳ ବିଧାନସଭା ପରିସର ମଧ୍ୟରେ ଏକ ପ୍ରତୀକାତ୍ମକ…